ଇଚ୍ଛାପୁର-ବ୍ରହ୍ମପୁର ବସରୁ ଉଦ୍ଧାର ହେଲେ ୪ ନାବାଳିକାଙ୍କ ସମେତ ଜଣେ ମହିଳା : ଚୁଙ୍ଗୁଡି ଫ୍ୟାକଟ୍ରିରେ କାମ ଦେବାକୁ କହି ବାହାର ରାଜ୍ୟକୁ ଚାଲାଣ ହେଉଥିବା ସନ୍ଦେହ; ରଣ୍ଢା ଅଂଚଳରେ ନାବାଳିକାଙ୍କୁ ଛାଡି ଚାଲିଯାଇଥିଲେ ମହିଳା

6