ବିଧାନସଭାରେ ପୁଣି ଉଠିଲା ଧାନ କିଣା ପ୍ରସଙ୍ଗ : ମଣ୍ଡିରେ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା; ଗୃହ ମଧ୍ୟଭାଗକୁ ଆସି ବିଜେପି ସଦସ୍ୟଙ୍କ ହଟଗୋଳ ପରେ ୪ଟା ଯାଏଁ ମୁଲତବୀ

9