ଲଗାତର ଉପରମୁହାଁ କରୋନା ମିଟର : ସାରା ଦେଶରେ ୨୪ ଘଂଟାରେ ସର୍ବାଧିକ ୬୨ ହଜାର ୨୫୮ କରୋନା ସଂକ୍ରମିତ ଚିହ୍ନଟ; ଗୋଟିଏ ଦିନରେ ୨୯୧ ମୃତ, ସେପଟେ ୨୪ ଘଂଟାରେ ରାଜ୍ୟରେ ୨୧୦ ସଂକ୍ରମିତ ଚିହ୍ନଟ, ଜଣଙ୍କର ମୃ୍ତ୍ୟୁ

8