ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ଚାର୍ଜସିଟ ଦାଖଲ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘରେ ପହଂଚିିଲା ସିବିଆଇ : ବିବନଙ୍କ ସଂପର୍କୀୟଙ୍କୁ ଜେରା , ବିବନଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ଫୋନ କଲ ରେକର୍ଡ ଓ ବ୍ୟାଙ୍କ ଆକାଉଂଟ କାରବାର ମଧ୍ୟ ଯାଂଚ

7