ପୁଣି ଉତରପ୍ରଦେଶରୁ ଆସିଲା ଗଙ୍ଗାରେ ଶବ ଭାସିବାର ଚିତ୍ର : ପ୍ରଶାସନ ଚଂଚକତାର ପୋଲ ଖୋଲି ଦେଲା ବର୍ଷା ଓ ଗଙ୍ଗାରେ ବଢି ପାଣି; କୁଳରେ ଶବ ଭାସିବା ପରେ ପାଣିରୁ ଛାଣି ଦାହ କରୁଛି ପ୍ରଶାସନ

8