ପଶ୍ଚିମବଙ୍ଗରୁ ତାଲିବାନି ସମର୍ଥକ ଗିରଫ ହେବା ପରେ ବଢିଲା ଚିନ୍ତା : ୨୪ ପ୍ରଗଣାରୁ ବାଲାଂଦେଶୀ ନାଗରିକ ଜାହାଙ୍ଗୀର ବିଶ୍ୱାସକୁ ଗିରଫ କଲା ବିଏସଏଫ; ରାଜନାଥ କହିଲେ ଛଦ୍ମ ଯୁଦ୍ଧ କରୁଛି ପାକିସ୍ତାନ, ଆତଙ୍କବାଦୀଙ୍କୁ ଦେଉଛି ଅସ୍ତ୍ର, ଟଙ୍କା ଓ ପ୍ରଶିକ୍ଷଣ

7