ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ଭ୍ୟାକସିନ ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ସୂଚନା । ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ କାଲିଠୁ ପୁଣି ଟିକାକରଣ, ବଢିବ ଟିକା କେନ୍ଦ୍ର ସଂଖ୍ୟା । By smruti sangita giri On Jan 17, 2021 - 2:15 PM 9 Share 9 Share FacebookTwitterGoogle+WhatsAppTelegramEmailPrint