ନବରଙ୍ଗପୁର ପୋଲ ଭୁସୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ । ଗତ ୧୦ ତାରିଖରେ ଉମରକୋଟ ତାଲାପଦରରେ ଭୁସୁଡ଼ିଥିଲା ପୋଲ । By smruti sangita giri On Jan 17, 2021 - 2:16 PM 12 Share 12 Share FacebookTwitterGoogle+WhatsAppTelegramEmailPrint