ତାଲାବନ୍ଦ ଭିତରେ କମୁନି ଦାଦନ ଦୁର୍ଦ୍ଦଶାର ଚିତ୍ର : ଓଡିଶା ଫେରିବା ଆଶାରେ ଅହମଦାବାଦରୁ ସୁରତକୁ ଚାଲି ଚାଲି ଆସିଲେ ୪୨ ପ୍ରବାସୀ ଶ୍ରମିକ । ସୁରତ ସ୍ୱେଚ୍ଛାସେବୀ ଯୋଗାଇଲେ ଆଶ୍ରୟ ଓ ଖାଦ୍ୟ । ଓଡିଶା ଫେରିବା ନେଇ ଶ୍ରମିକଙ୍କ ବିକଳ ପ୍ରାର୍ଥନା

12