ପୁଅର ମୃତ୍ୟୁ ପରେ ଛାରଖାର ହୋଇଗଲା ପରିବାର : ଝାରୁସୁଗୁଡାରେ ବିଷ ପିଇଥିବା ପରିବାରର ଆଉ ଦୁଇଜଣଙ୍କ ମୃତ୍ୟୁ , ଆଖିବୁଜିଲେ ମା ଓ ଝିଅ । ମଙ୍ଗଳବାର ଗୋଟିଏ ପରିବାରର ୫ ଜଣ ପିଇଦେଇଥିଲେ ବିଷ, ୩ ଜଣଙ୍କ ଗଲାଣି ପ୍ରାଣ । ୨ ଏବେ ବି ଗୁରୁତର

13