କରୋନା କରୁଛି କଲବଲ : ସଙ୍ଗରୋଧ ପାଇଁ ଘରେ ସୁବିଧା ନଥିବାରୁ ଗଛମୂଳେ ଆଶ୍ରୟ ନେଇଥିଲା ଯୁବକ , ଖବର ପାଇ କୋଭିଡ ଆକ୍ରାନ୍ତଙ୍କ ପାଖରେ ପହଂଚିଲା ପ୍ରଶାସନ; ପର୍ଲା କୋଭିଡ ହସ୍ପିଟାଲକୁ କରାଯାଇଛି ସ୍ଥାନାନ୍ତର

14