ଇଏସଆଇ ହସ୍ପିଟାଲରେ ଅଭାବନୀୟ ଘଟଣା । ପେଟରେ ହୋଇଥିଲା ଅଲସର, ହେଲେ ଡାକ୍ତର କଲେ ଆପେଣ୍ଡିସାଇଟ୍ ଅପରେସନ । ଭୁଲ ଅସ୍ତ୍ରୋପ୍ରଚାରର ଶିକାର ହେଲେ ଜଗତସିଂହପୁରର ପୁଷ୍ପଲତା ସାହୁ । By smruti sangita giri On Oct 24, 2019 - 9:22 AM 23 Share 23 Share FacebookTwitterGoogle+WhatsAppTelegramEmailPrint