ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର । ଶବକୁ ସଂସ୍କାର ନକରି ୧୦ ଦିନ ଧରି ରଖିଲେ ଘରେ । ପୋଲିସ୍ ସହାୟତାରେ ଶବକୁ ଉଦ୍ଧାର କରି ସଂସ୍କାର କଲେ ସାମାଜିକ କର୍ମୀ । ବରଗଡ଼ ବରଡୋଲ ପଂଚାୟତ ଡାଙ୍ଗ ଛକର ଘଟଣା ।

10