ପାନ ବଜାରରେ ନିଆଁ ! ବିମୁଦ୍ରାକରଣ ପରେ ମାନ୍ଦା ପଡିଛି ବ୍ୟବସାୟ

କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣାକୁ ୫୦ ଦିନ ପୁରିଲାଣି । ସରିଛି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଡେଡଲାଇନ୍ । ହେଲେ ସ୍ଥିତି ସୁଧୁରିବା ବଦଳରେ ସଙ୍ଗୀନ ହୋଇପଡିଛି । ମାନ୍ଦା ପଡିଛି ବ୍ୟବସାୟ । ପ୍ରଭାବିତ ହୋଇଛନ୍ତି ବେପାରୀ । ଚାରିଆଡେ ଟଙ୍କା ଉଠାଣ କଟକଣା ଓ ଖୁଚୁରା ଟଙ୍କାର ସଙ୍କଟ ।…

କଂସ ମାଗିଲେ ଭୁଲ ! ବରଗଡ ଧନୁଯାତ୍ରା ସମିତିର କାରଣ ଦର୍ଶାଅ ନୋଟିସ ପରେ ମାନିଲେ ତ୍ରୁଟି

କନକ ବ୍ୟୁରୋ : କ୍ଷମା ମାଗିଲେ କଂସ ମହାରାଜ । ଧର୍ମଶାଳା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବା ଘଟଣାରେ ଆଜି କ୍ଷମା ମାଗିଛନ୍ତି ହୃଷିକେଶ ଭୋଇ । ଗତକାଲିର ଘଟଣାକୁ ବରଗଡ଼ ଧନୁଯାତ୍ରା ସମିତି ଅତି ଗୁରୁତ୍ୱର ସହ ନେଇଥିଲା । ଏନେଇ ହୃଷିକେଶ ଭୋଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି…

ମହାବଳ ମୃତ୍ୟୁକୁ ନେଇ ସସପେନ୍ସ ! ବିଷ କ୍ରିୟା ଉପରେ ସନ୍ଦେହ

କନକ ବ୍ୟୁରୋ: ବଲାଙ୍ଗିରରୁ ୯୦ କିଲୋମିଟର ଦୂର ବଡପତରା ଜଙ୍ଗଲରୁ ମିଳିଛି ଏକ ମହାବଳ ବାଘର ମୃତ ଦେହ । ବନ ବିଭାଗ ଏହି ଅଂଚଳରେ ବାଘ ନଥିବା କହୁଥିବା ବେଳେ ଏବାଘ କେଉଁଠୁ ଆସିଲା, ସେନେଇ ବି ହେଉଛି ଚର୍ଚ୍ଚା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସୁସ୍ଥ ସବଳ ଦେଖା ଯାଉଥିବା ଏହି ବାଘର ନାକରୁ…

ରାତିରେ କେଶ ସଫା କରୁଛନ୍ତି କି ! ସାବଧାନ . . . ହୋଇପାରେ କ୍ଷତିକାରକ

କିଛି ମହିଳା ସକାଳ ସମୟରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ କିଛି ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ତେବେ, କିଏ ଓ କେତେବେଳେ ଗାଧୋଇବାକୁ ପସନ୍ଦ…

କୋହଲିଙ୍କ କାହାଣୀରେ ଗୋଲାପି ମୋଡ ! ଖୁବ ଶୀଘ୍ର ଧରିବେ ଅନୁଷ୍କାଙ୍କ ହାତ

ଲଭ୍ ବାର୍ଡ ବିରାଟ ଓ ଅନୁଷ୍କା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ନୂଆ ବର୍ଷରେ ଦୁହିଁଙ୍କର ନିର୍ବନ୍ଧ ହେବାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ନିିକଟରେ ଅନୁଷ୍କା ଓ ବିରାଟ ଛୁଟି କଟାଇବାକୁ ଉତରାଖଣ୍ଡ ଯାଇଥିଲେ । ଏବଂ ଏହା ପରେ ଦୁହେଁ ସେଠାରୁ ଫେରି…

ଫେରିବେ କମେଡି କିଙ୍ଗ୍ ! ଆସୁଛି ଗୋବିନ୍ଦାଙ୍କ ସିନେମା ‘ଆ ଗୟା ହିରୋ’

ଗୋବିନ୍ଦାଙ୍କ ଫ୍ୟାନମାନଙ୍କ ପାଇଁ ଖୁସିର ଖବର । କାରଣ, ବହୁ ଦିନର ବ୍ୟବଧାନ ପରେ ଏବେ ପରଦାକୁ ଫେରୁଛନ୍ତି ବଲିଉଡର କମେଡି କିଙ୍ଗ ଗୋବିନ୍ଦା । ତେବେ ଆଗାମି ଦିନରେ ରିଲିଜ ହେବାକୁ ଯାଉଛି ଗୋବିନ୍ଦାଙ୍କ ଅଭିନିତ କମେଡି ବଲିଉଡ ସିନେମା ‘ଆ ଗୟା ହିରୋ’ । ଯେଉଁଥିରେ ଗୋବିନ୍ଦା ଜଣେ ସ୍ୱାଭିମାନ…