‘ଓଡ଼ିଆ’କୁ ଯଦି ଓଡ଼ିଶାରେ ସମ୍ମାନ ମିଳିବନି, ତାହେଲେ ମିଳିବ କେଉଁଠି? କୁଆଡେ ଯାଉଛି ଆମ ଓଡ଼ିଆ ଭାଷା?

ଆଜିର ଦିନରେ ଯେଉଁମାନେ ଓଡ଼ିଆ ଭାଷାରେ ସାମ୍ବାଦିକତା କରୁଛନ୍ତି, ସେମାନେ ଓଡ଼ିଆ ଭାଷାକୁ ଧନ୍ୟବାଦ ଦେବା ନିହାତି ଜରୁରୀ । ଓଡ଼ିଆ ଭାଷା ଜାଣିଥିବାରୁ ଅର୍ଥାତ୍ ଓଡ଼ିଆ ଭାଷାରେ ଲେଖି ଜାଣିଥିବାରୁ ଆଜି ଟେଲିଭିଜନ କିମ୍ବା ଖବରକାଗଜରେ ସାମ୍ବାଦିକତା କରି ଜୀବିକା ନିର୍ବାହ କରିପାରୁଛନ୍ତି । କିନ୍ତୁ…