ଏଠାରେ ୧ ଲକ୍ଷ ଟଙ୍କା ନିବେଶ ଉପରେ ମିଳିଛି ବଡ ଫାଇଦା ! ମାତ୍ର ଦୁଇ ବର୍ଷରେ ହେଲା ୫ ଲକ୍ଷ ଟଙ୍କା ।

ସୁରକ୍ଷିତ ଭବିଷ୍ୟତ ପାଇଁ ନିବେଶ କରିବା ଅତ୍ୟନ୍ତ ଜରୁରୀ ଅଟେ । ନିବେଶ ପାଇଁ ସବୁବେଳେ ଏମିତି ବିକଳ୍ପ ଖୋଜିବା ଉଚିତ, ଯେଉଁଠି ଆପଣଙ୍କ ଟଙ୍କା କମ ସମୟରେ ଦୁଇଗୁଣା କିମ୍ବା ତିନିଗୁଣା ହୋଇଯିବ । ବହୁତ ସାରା ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟ, ଏଫଡି, ପୋଷ୍ଟ ଅଫିସ କିମ୍ବା ଏହିଭଳି ଅନ୍ୟ ଯୋଜନାରେ…

ଏଣିକି ଟ୍ରେନରେ ଯାତ୍ରା କରିବା ହେବ ଆହୁରି ସହଜ ! ସରକାର ଲଞ୍ଚ କଲେ ଏହି ଦୁଇଟି ଆପ, ଜାଣନ୍ତୁ କିଭଳି ପାଇବେ ଫାଇଦା ।

ରେଳଯାତ୍ରାକୁ ସହଜ କରିବା ପାଇଁ ଭାରତ ସରକାର ସୋମବାର ଦିନ ଦୁଇଟି ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ଦୁଇଟି ନୂଆ ସୁବିଧା ନା କେବଳ ଆପଣଙ୍କ ଯାତ୍ରାକୁ ସହଜ କରିବ ବରଂ ଏହା ଦ୍ୱାରା ଆପଣଙ୍କ ଯାତ୍ରା ସୁଖଦ ମଦ୍ୟ ହୋଇଯିବ । ସୋମବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ର…

ଜାଣନ୍ତୁ କେଉଁ ରୋଗରେ ପୀଡିତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ! ପ୍ରତିଦିନ କେମିତି କଟୁଛି ବାଜପେୟୀଙ୍କ ଦିନ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ବେଜପେୟୀଙ୍କୁ କେବଳ ରୁଟିନ ଚେକ ଅପ୍ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବାଜପେୟୀଙ୍କୁ…

ପୁଣି ବାବାଙ୍କ କେଳେଙ୍କାରୀ ! ବାବା ଦାତୀ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ମହିଳା ।

ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ନିୟମିତ ଗୁରୁମନ୍ତ୍ର ଦେଉଥିବା ଦାତୀ ମହାରାଜଙ୍କ ନାଁରେ ଆସିଛି ବଳାତ୍କାର ଅଭିଯୋଗ । ଆତ୍ମଘୋଷିତ ଭଗବାନ ପରମହଂସ ବୋଲାଉଥିବା ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ଛତ୍ରପୁର ସ୍ଥିତ ଶନି ଧାମ ମନ୍ଦିର ପ୍ରମୂଖ…

୪୦୦ ଫୁଟ ଗାତ ଭିତରେ ୪ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିଲା ୪ ବର୍ଷର କୁନି ପୁଅ ! ଜାଣନ୍ତୁ କେମିତି ବଞ୍ଚିଲା…

‘ମୁଁ ଭିତରେ ଅଛି, ମତେ ବାହାରକୁ ବାହାର କର’ । ଇଏ ଥିଲା ସେହି ନିରୀହ ଶିଶୁର ସ୍ୱର ଯିଏ ଦୀର୍ଘ ୪ ଘଣ୍ଟା ଧରି ୪୦୦ ଫୁଟର ଗଭୀର ଗାତ ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଘଟଣାଟି ହେଉଛି ରବିବାର ଦିନ ଦ୍ୱିପହରର । ସିଖେଡି ଗ୍ରାମର ଘନଶ୍ୟାମଙ୍କ ପୁଅ ଗଣେଶ ଗାଁର ପିଲାମାନଙ୍କ ସହ ରାମଚନ୍ଦର…

ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଇଣ୍ଡିଆନ ଅଏଲରେ ଚାକିରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି…

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ପକ୍ଷରୁ ଜୁନିୟର ଅପରେଟର ପଦ ପାଇଁ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୭ ତାରିଖ ପୂର୍ବରୁ ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ଆବେଦନ କରିବା ପୂର୍ବରୁ ଏହି ପଦ ପାଇଁ ସମ୍ବନ୍ଧୀତ…