ପ୍ରବଳ ବର୍ଷାର ପ୍ରକୋପ : ଅଧାରେ ରହିଲା ତୃତୀୟ କେନ୍ଦ୍ରୀୟ ଟିମଙ୍କ ନଗଡା ଗସ୍ତ

26

କନକ ବ୍ୟୁରୋ : ନଗଡା ଗସ୍ତ ଅଧାରୁ ଫେରିଲା ତୃତୀୟ କେନ୍ଦ୍ରୀୟ ଟିମ୍ । ପ୍ରବଳ ବର୍ଷା ଯୋଗୁଁ ଅଶୋକଝର ନିକଟରୁ ଫେରିଲା କେନ୍ଦ୍ରୀୟ ଟିମ୍ । ଯାଜପୁର ନଗଡ଼ା ଗାଁ ଶିଶୁ ମଡ଼କ ଘଟଣାର ଅନୁଧ୍ୟାନ କରିଥାନ୍ତେ କେନ୍ଦ୍ରୀୟ ଟିମ୍ ।