Daily Archives

February 14, 2020

ଭୁଲ ଇଂଜେକସନ ଲାଗି ମୁହଁ ପଚିବା ଘଟଣା : ଘରୋଇ ମେଡିକାଲରେ ହେଲା ଅସ୍ତ୍ରୋପଚାର, ୨ ଦିନ ପରେ ହେବ ପ୍ଲାଷ୍ଟିକ ସର୍ଜରି…

କନକ ବ୍ୟୁରୋ : ବୁର୍ଲା ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍ ଦେବା କାରଣରୁ ମୁହଁ ପଚି ଯାଇଥିବା ଯୁବତୀଙ୍କ କଳିଙ୍ଗ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି। ମୁହଁର ୪ଟି ସ୍ଥାନରେ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି। ‌ଯେଉଁ ସ୍ଥାନ ପଚି ଯାଇଥିଲା ସେସବୁ ସ୍ଥାନରୁ ମୃତ ଟିସୁଗୁଡ଼ିକୁ…

ମନୋଜଙ୍କୁ ଝୁରୁଛି ମାଆମାଟି: ଦେଶ ପାଇଁ ପୁଅ ପ୍ରାଣବଳି ଦେବା ପରେ ଦୟନୀୟ ଅବସ୍ଥାରେ କଟୁଛି ପରିବାରର ଦିନ । ପେଟକୁ…

କନକ ବ୍ୟୁରୋ: ସେପାରିରେ ମନୋଜ, ଏପାରିରେ ମନୋଜଙ୍କ ସ୍ମୃତି । ଗେହ୍ଲା ପୁଅର ଗୋଟି ଗୋଟି ମୂହୂର୍ତ୍ତକୁ ମନେପକାଇ ମାଆ କାନ୍ଦୁଛି ତ ଗାଁ ବି ଝୁରୁଛି । ବର୍ଷେ ପରେ ବି ସହିଦଙ୍କ ସ୍ମୃତିରେ ବୁଡିରହିଛି ସାରା ଗାଁ, ରତ୍ନ ହରାଇ ରହିରହି କାନ୍ଦୁଛି ରତନପୁର ମାଟି ମାଆ । ଆଜିକୁ ଠିକ ବର୍ଷେ ତଳେ…

ଚଳିତ ବର୍ଷ ପ୍ରବଳ ଖରା !! ବଢିବ ଉଭୟ ଦିନ ଓ ରାତିର ତାପମାତ୍ରା, ସେପଟେ ଏବେଠୁ ୩୫ ଛୁଇଁଲାଣି ମାଲକାନଗିରିର…

କନକ ବ୍ୟୁରୋ : ଏବର୍ଷ ଶୀଘ୍ର ମାଡ଼ି ଆସୁଛି ଖରା। ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ତେବେ ଏଥର ଫେବ୍ରୁଆରି ୪ର୍ଥ ସପ୍ତାହ ବେଳକୁ ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ। ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି…

ଏଣିକି ଖାଇ ହେବ ଚିକେନ୍, ଅଣ୍ଡା : ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ

କନକ ବ୍ୟୁରୋ : ରାଜଧାନୀରେ ଆଉ ବାର୍ଡ ଫ୍ଲୁ ଭୟ ନାହିଁ। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜଧାନୀରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଏବେ ଲୋକମାନେ କୁକୁଡ଼ା ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ। ତେବେ ଠିକ୍ ଭାବେ ସିଝେଇ ଖାଇବା…

ନାଗରିକତା ସଂଶୋଧନ ଆଇନ ବା ଏନଆରସି ପ୍ରସଙ୍ଗକୁ ଯୋଗୁଁ ହାରି ନାହିଁ ବିଜେପି । ବରଂ ଦଳୀୟ ନେତାଙ୍କ ଦ୍ୱାରା ବିବାଦୀୟ…

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଭାଗ ନେଇ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ ବା ଏନଆରସି ପ୍ରସଙ୍ଗକୁ ଯୋଗୁଁ ହାରି ନାହିଁ ବିଜେପି ।…

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା ୧୮ ତାରିଖରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୯ ତାରିଖ ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ । ଫେବୃୟାରୀ ୧୮ରେ ବଜେଟ ଉପସ୍ଥାପିତ ହେବ ଓ ବଜେଟ ଉପରେ ସାଧାରଣ ଆଲୋଚନା ତିନି…