Daily Archives

December 29, 2019

ନୂଆ ବର୍ଷ ପାଇଁ ସଜେଇ ହେଉଛି ସିଂହଦ୍ୱାର । ଫୁଲରେ ସଜାଯାଇଛି ନବନିର୍ମିତ ସେଡ୍, ଆକର୍ଷଣୀୟ କରିବାକୁ ଶୁଭିବ…

କନକ ବ୍ୟୁରୋ: ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ନୂଆବର୍ଷକୁ ଆଉ ଦୁଇଦିନ ବାକି ଥିବା ବେଳେ ଆଜି ନବନିର୍ମିତ ସେଡ଼କୁ ଅଧିକ ଆକର୍ଷଣୀୟ କରାଯାଇଛି । ନବନିର୍ମିତ ସେଡ଼ରେ ଖୁବ୍ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଏପରିକି ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ…

ଆହୁରୀ ୩ ଦିନ ଯାଏଁ ଚାଲିବ ଶୀତର ଥାର୍ଡଡିଗ୍ରୀ। ଏହି ସବୁ ଜିଲ୍ଲାମାନଙ୍କରେ ଅନୁଭୂତ ହେବ ଭୟଙ୍କର ଜାଡ। ୧ରୁ କମିବ ଶୀତ,…

କନକ ବ୍ୟୁରୋ: ଡିସେମ୍ବର ତୃତୀୟ ସପ୍ତାହ ଯାଏ ରାଜ୍ୟରୁ ଏକପ୍ରକାର ନିଖୋଜ ହୋଇ ଯାଇଥିଲା ଶୀତ। ମାତ୍ର ଗତ ଦୁଇ ତିନି ହେଲା ହଠାତ୍ ମାଡ଼ି ଆସିଛି ଭୟଙ୍କର ଜାଡ଼। ସାରା ଓଡ଼ିଶା ଶୀତରେ ଥରୁଛି। ଦୁଇଦିନ ଭିତରେ ପାରଦ ୩ରୁ ୪ଡିଗ୍ରି ଖସିଯିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳର ପ୍ରବଳ ଶୀତ ଅନୁଭୂତ…

ହାଡ ଭାଙ୍ଗୁଛି ଜାଡ, ଶୀତରେ ଥରୁଛି ସାରା ଓଡିଶା…ଦାରିଙ୍ଗିବାଡିରେ ବରଫବର୍ଷା…ଘର, ଅଗଣା ଗଛପତ୍ର ସବୁଠି…

କନକ ବ୍ୟୁରୋ: ଦାରିଙ୍ଗିବାଡିରେ ତୁଷାରପାତ । ବାଲିଗୁଡା-ଦାରିଙ୍ଗିବାଡି ଓ ସିମନବାଡିରେ ତୁଷାରପାତ ହୋଇଛି । ଓଡିଶାର କାଶ୍ମୀର କୁହାଯାଉଥିବା ଏହି ଦାରିଙ୍ଗିବାଡିରେ ଚଳିତ ବର୍ଷ ଏହା ପ୍ରଥମ ତୁଷାରପାତ । ଘର, ଅଗଣା, ଗଛ ପତ୍ର ସବୁଠି ଧଳା ଆସ୍ତରଣ ବସି ଯାଇଛି । ସେପଟେ ସୁନ୍ଦରଗଡ଼ କୋଇଡ଼ାରେ…

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ସମାରୋହ ବାହାନାରେ ବିରୋଧୀ କରିବେ ଶକ୍ତି ପ୍ରଦର୍ଶନ ।…

କନକ ବ୍ୟୁରୋ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଞ୍ଚିରେ ଆଜି ଦିନ ୨ଟାରେ ଶପଥଗ୍ରହଣ ସମାରୋହ ହେବ । ସୋରେନଙ୍କ ସହ ୨-୩ ଜଣ ମନ୍ତ୍ରୀ ବି ଶପଥ ନେଇପାରନ୍ତି । ଶପଥ ଗ୍ରହଣ ସମାରୋହ ବାହାନାରେ ବିରୋଧୀ ନେତା ଶକ୍ତି ପ୍ରଦର୍ଶନ…

ଆଜି ଓଡିଶା ମିଡିଆ ଆୱାର୍ଡ ସମାରୋହ । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣିବା ସହ ତାର…

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେବ ଓଡିଶା ମିଡିଆ ଆୱାର୍ଡ ସମାରୋହ । ଏହି ସମାରୋହରେ ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ରିପୋର୍ଟ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡିକୁ ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଓ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ…

କଣ୍ଟାବାଞ୍ଜିରେ ନରବଳିର କଳଙ୍କ: ଅମାବାସ୍ୟା ତିଥିରେ ଭାଇ ପାଲଟିଲା ସଇତାନ; ତନ୍ତ୍ରମନ୍ତ୍ର ପାଇଁ ନିଜ ୧୨ ବର୍ଷର…

କନକ ବ୍ୟୁରୋ: କଣ୍ଟାବାଞ୍ଜିରୁ ଆସିଛି ଏକ ଅଭାବନୀୟ ଖବର । କଣ୍ଟାବାଞ୍ଜିରେ ଏକ କଳଙ୍କିତ ଅଧ୍ୟାୟ ତିଆରି କରିଛି ଅମାବାସ୍ୟାର ତାନ୍ତ୍ରିକ । ପୂର୍ବରୁ ନରବଳି ଦେଇଥିବା ଅଭିଯୋଗରେ ଜେଲ ଯାଇ ଜାମିନ ପାଇଥିବା ଅଭିଯୁକ୍ତ ପୁଣି ଏକ ନରବଳି ଦେଇଥିବା ଅଭିଯୋଗ ହୋଇଛି । ତନ୍ତ୍ରମନ୍ତ୍ର ପାଇଁ…