Daily Archives

December 22, 2019

କଟକରେ ଓଡିଆ ଦର୍ଶକ ଦେଖିବେ ଦମଦାର ଲଢେଇ । ବାରବାଟୀରେ ଆଜି ନିର୍ଣ୍ଣାୟକ ମ୍ୟାଚ୍ ଖେଳିବେ ଭାରତ ଓ ୱେଷ୍ଟଇଣ୍ଡିଜ

କନକ ବ୍ୟୁରୋ: ଓଡିଆ କ୍ରିକେଟ ଫ୍ୟାନଙ୍କ ପାଇଁ ବିରଳ ସୁଯୋଗ ଆଣିଦେବ ବାରବାଟୀ ଗ୍ରାଉଣ୍ଡ । କାରଣ ସିରିଜ ବିଜୟ ପାଇଁ ଆଜି କଟକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ । ଦୁଇ ଦଳ ମଧ୍ୟରେ ଆଜି ଖେଳିଯିବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରେ…