Daily Archives

December 22, 2019

ପୁଣି ଚର୍ଚ୍ଚାରେ କୋରାପୁଟ ଲମତପୁଟର ଡ୍ୟାନ୍ସିଂ ସାର । ତିଆରି କଲେ ଅନନ୍ୟ ଉଦାହରଣ । ପୁଅର ଦେହାନ୍ତ ପରେ ତିଆରି କଲେ…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ କୋରାପୁଟ ଲମତାପୁଟର ଡ୍ୟାନ୍ସିଂ ସାର । କିନ୍ତୁ ଏଥର ଚର୍ଚ୍ଚା ତାଙ୍କର ନିଆରା ପାଠପଢା ଶୈଳୀକୁ ନେଇ ନୁହେଁ । ବରଂ ଭିନ୍ନ କାରଣକୁ ନେଇ । ନାଚ, ଗୀତ ମାଧ୍ୟମରେ ସରକାରୀ ସ୍କୁଲର ଛୋଟଛୋଟ ପିଲାଙ୍କୁ ପାଠ ପଢାଉଥିବା ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ,…

ପ୍ରଥମେ ପୁସ୍ତକ ଏବେ ଟ୍ୱିଟ୍ କରି ଫସିଲେ କଂଗ୍ରେସ ବରିଷ୍ଠ ନେତା ଶଶି ଥରୁର୍ : ଜାରି ହେଲା ଗିରଫ ପରୱାନା ।

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା । କେରଳର ଥିରୁବନନ୍ତପୁରମର ଏକ କୋର୍ଟ ତାଙ୍କ ବିରୋଧରେ ଏହି ଗିରଫ ପରୱାନା ଜାରି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି । ତାଙ୍କ ପୁସ୍ତକରେ ଶଶୀ ଥରୁର୍ ହିନ୍ଦୁ ମହିଳାଙ୍କ ସଂପର୍କରେ ଅପଶବ୍ଦ ପ୍ରୟୋଗ…

ଆଜି କଟକରେ ଦମଦାର ଲଢେଇ…ବାରବାଟୀରେ ବିରାଟ କୋହଲି କିମିଆକୁ ଅପେକ୍ଷା…

କନକ ବ୍ୟୁରୋ: ବାରବାଟୀରେ ମୁଖ୍ୟ ଆକର୍ଷଣ ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଗତକାଲି ସେ ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇଲା ବେଳେ ସର୍ବାଧିକ କରତାଳି ଓ ଉତ୍ସାହ ତାଙ୍କୁ ହିଁ ମିଳିଥିଲା। ହେଲେ ଏହି ଷ୍ଟାଡିୟମରେ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେତେଟା ଭଲ ନାହିଁ।…

ସିଏଏକୁ ନେଇ ୩ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି : ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଦେଲେ ସୂଚନା ।

ନାଗରିକତା ସଂଶୋଧନ ଆଇନକୁ ନେଇ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିବା ଏବଂ ସଚେତନ କରିବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସ୍ବତନ୍ତ୍ର ଅଭିଯାନ କରିବାର ନିଷ୍ପତ୍ତି ନେଇଛି। ଶନିବାର ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନାଗରିକତା…

ବାବୁଙ୍କୁ ସରକାରଙ୍କ ନୂଆବର୍ଷ ଭେଟି । ୨୭ ଆଇଏଏସ ଓ ୧୬ ଆଇପିଏସଙ୍କୁ ମିଳିଲା ପଦୋନ୍ନତି । ନୂଆବର୍ଷରେ ହୋଇପାରେ ବଡଧରଣର…

କନକ ବ୍ୟୁରୋ: ପ୍ରଶାସନିକ ଅଧିକାରୀଙ୍କୁ ନୂଆବର୍ଷ ଭେଟିଦେଇଛନ୍ତି ରାଜ୍ୟ ସରକାର । କାହାକୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ତ ଆଉ କିଏ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପଦବିକୁ ଉତୀନ୍ନ ହୋଇଛନ୍ତି । ପାଖାପାଖି ୪୩ ଜଣ ଆଇଏଏସ ଓ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ମିଳିଛି । ମୋଟ…

ଆଇନକୁ ହାତକୁ ନେଲେ ଅନ୍ନଦାତା । ଟୋକନ ନଥିଲେ ଧାନ ବିକ୍ରି ମନା, ଜାଣିବା ପରେ ମାତିଲେ ରାୟଗଡା ଚାଷୀ । ମଣ୍ଡି…

କନକ ବ୍ୟୁରୋ: ଟୋକନ ନଥିଲେ ଧାନ ବିକି ପାରିବେନି ଚାଷୀ । ସରକାରଙ୍କ ଏଭଳି ନିଷ୍ପତି ପରେ ସାରା ରାଜ୍ୟରେ ଚାଷୀଙ୍କ ଭିତରେ ଏକ ବଡଧରଣର ଅସନ୍ତୋଷ ଦେଖିବାକୁ ମିଳୁଛି । ଗୋଟିଏ ପଟେ ମଣ୍ଡି ଖୋଲୁନି, ସେପଟେ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହୁଛନ୍ତି ଚାଷୀ । ଫଳରେ ପ୍ରଶାସନ ସହ ମୁହାଁମୁହିଁ…