Daily Archives

December 19, 2019

ନା ନାସା , ନା ଇସ୍ରୋ . . .କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷ, ଲ୍ୟାଣ୍ଡର ସନ୍ଧାନରେ ସଫଳ ହେଲେ ଭାରତୀୟ ଯୁବ…

କନକ ବ୍ୟୁରୋ : ଭାରତର ବହୁ ଚର୍ଚ୍ଚିତ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର ଅବସ୍ଥିତି ନେଇ ଠୋସ୍ ପ୍ରମାଣ ମିଳିଥିଲା। ନା ନାସା , ନା ଇସ୍ରୋ କେହି ଖୋଜିପାରିଲେନି ବିକ୍ରମର ଭଗ୍ନାବିଶେଷର ଠିକଣା । ଶେଷରେ ଏଥିରେ…

ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରତା : ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କଲେ ଆଇଆଇଏମସି…

କନକ ବ୍ୟୁରୋ : ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରତା ବିରୋଧର ସ୍ୱର ଉଠାଇଲେ ଢେଙ୍କାନାଳ ଆଇଆଇଏମସିର ଛାତ୍ରଛାତ୍ରୀ । ଢେଙ୍କାନାଳରେ ଥିବା ଜନସଂଚାର ସଂସ୍ଥାନର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଜାମିଆ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି । କୌଣସି ପରିସ୍ଥିତିରେ ଏକ…

ଅଧାରେ ରହିଗଲା ଭାରତର ଜହ୍ନଯାତ୍ରା : ଶେଷ ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା ଜଟିଳ ସ୍ଥିତି . . . . ଜାଣନ୍ତୁ ପୃଥିବୀରୁ…

୨୦୧୮ରେ ଚନ୍ଦ୍ରଯାନ ମିଶନ୍-୨ । ମହାକାଶରେ ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ୟ୍ୟାୟରେ ନିରାଶ ହେଲା । ୧୧ ବର୍ଷର ଅପେକ୍ଷା । ଦୀର୍ଘ ୪୭ ଦିନର ମହାକାଶରେ ଯାତ୍ରା । ହେଲେ ଏହା ପରେ ସାରା ଦେଶବାସୀ ଚନ୍ଦ୍ର ଯାନ ୨ ଠାରୁ ଯେଉଁ ଖବର ଆଶା କରିଥିଲେ ତାହା ମିଳିପାରିଲାନାହିଁ ।…

ବଢିଲା ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ହାଉସ ଅଫ ରିପ୍ରେଜେଂଟିଭରେ ମହାଭିଯୋଗ ପ୍ରସ୍ତାବ ପାସ, ୧୦…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଆମେରିକା ସଂସଦର ନମ୍ନ ସଦନ ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାରିତ । ଦୀର୍ଘ ୧୦ ଘଂଟାର ବିତର୍କ ପରେ ୨୨୯ଟି ଭୋଟରେ ପାରିତ ହୋଇଛି ମହାଭିଯୋଗ ପ୍ରସ୍ତାବ । କ୍ଷମତାର…

ବିଫଳ ନୁହେଁ ଚନ୍ଦ୍ରଯାନ-୨ ମିଶନ : ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ଅର୍ବିଟର

କନକ ବ୍ୟୁରୋ : ଚନ୍ଦ୍ରଯାନ ମିଶନ୍ -୨ ଭାରତ ପାଇଁ ନୂତନ ମାଇଲ ଖୁଣ୍ଟ । ଭାରତର ଚନ୍ଦ୍ରଯାନ ମିଶନ୍ ଫେଲ ମାରିଲା ସିନା, ଇସ୍ରୋର ଐତିହାସିକ ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଗଲା । କହିବାକୁ ଗଲେ ସମ୍ପୂର୍ଣ୍ଣ ବିଫଳ ନୁହେଁ ଚନ୍ଦ୍ରଯାନ ମିଶନ୍ । ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ…

ବିଏମସିର କୋହଳ ମନୋଭାବ : ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ମାଫ୍

କନକ ବ୍ୟୁରୋ :  ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ପ୍ରତି ବିଏମ୍‌ସି କୋହଳ ମନୋଭାବ ଦେଖାଇଛି । ଯେଉଁ ୮୨ଟି କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନୋଟିସ୍‌ କରିଥିଲେ, ଏବେ ସେଗୁଡ଼ିକୁ ମାଫ୍‌ କରି ଦେଇଛନ୍ତି । ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ…