Daily Archives

December 19, 2019

ପୁଲୱାମା ହମଲାର ୫ଦିନ ପରେ ମୁହଁ ଖୋଲିଥିଲେ ଇମ୍ରାନ ଖାନ୍…ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ମାଗିଥିଲେ…

କନକ ବ୍ୟୁରୋ: ପୁଲୱାମା ହମଲାକୁ ପାଂଚ ଦିନ ବିତିବା ପରେ ମୁହଁ ଖୋଲିଥିଲେ ପାକ୍ ପ୍ରଧାନମନ୍ତ୍ରୀ । ପାଂଚ ଦିନରେ ସହିଦ ହୋଇଥିଲେ ୪୬ ଜଣ ଯବାନ । ସାରାଦେଶ ସହିଦଙ୍କ ସମ୍ମାନରେ ଏକାଠି ହୋଇଥିଲେ । ଦୁଃଖ ଯେତିକି, ଗର୍ବ ସେତିକି, ଆଉ ରାଗ ବି ସେତିକି ବଢିବାରେ ଲାଗିଥିଲା । ପାକିସ୍ତାନକୁ ଜବାବ…

ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ । ୨୦୧୭ରେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରି ହତ୍ୟା କରିଥିବା ସୈତାନକୁ ସଜା । ଫାଶୀଦଣ୍ଡ…

କନକ ବ୍ୟୁରୋ: ସୈତାନକୁ ସଜା । ଶିଶୁ ଦୁଷ୍କର୍ମକାରୀକୁ ମିଳିଛି ମୃତ୍ୟୁଦଣ୍ଡ। କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଜଜ ଅପରାଧୀ ସୁନୀଲ ନାଏକକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୭ରେ ମାତ୍ର ୩ ବର୍ଷୀୟ ଏକ ଶିଶୁ କନ୍ୟାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ସୁନୀଲକୁ ଦୋଷୀ ସାବ୍ୟସ୍ତ କରି…

ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରତିବାଦ । ବିକ୍ଷୋଭକାରୀଙ୍କୁ ଉଠାଇ ନେଲା ପୋଲିସ, ଇଂଟରନେଟ୍ ସେବା…

କନକ ବ୍ୟୁରୋ: ନାଗରିକତ୍ୱ ସଂଶୋଧନ ଆଇନକୁ ଆଜି ପୁଣି ଦିଲ୍ଲୀରେ ଉତେଜନା ସୃଷ୍ଟି ହୋଇଛି । ଲାଲକିଲ୍ଳା ନିକଟରେ ଏକାଠି ହୋଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି…

ଚନ୍ଦ୍ରଯାନ-୨ ଯାତ୍ରାରେ ଚାଷୀ ପୁଅ ଚନ୍ଦ୍ରକାନ୍ତା…ମିଶନ୍ ମୁନର ସଫଳ ପ୍ରକ୍ଷେପଣ ପଛରେ ରହିଥିଲା ଜଣେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ କଲିକତାର ଶିବପୁର ଗାଁର ଜଣେ ଚାଷୀ ମଧୂସୁଦନ କୁମାରଙ୍କ ଘରେ ଯେତେବେଳେ ପୁଅଟିଏ ହେଲା ବାପା ମା ନା ରଖିଲେ ସୂର୍ଯ୍ୟକାନ୍ତା । କିନ୍ତୁ ଗାଁ ସ୍କୁଲ ଶିକ୍ଷକଙ୍କ ଉପଦେଶରେ ସୂର୍ଯ୍ୟକାନ୍ତା ବଦଳରେ ପୁଅ ନାଁ ରଖାଗଲା ଚନ୍ଦ୍ରକାନ୍ତା । ଏବେ ଏହା ବିଧିର ବିଧାନ କୁହନ୍ତୁ…

ପୁଲୱାମା ଆତଙ୍କୀ ହମଲା ପରେ ଚିହିଁକି ଉଠିଥିଲା ସାରା ଦେଶ…ଭାରତ ସପକ୍ଷରେ ବାହାରିଥିଲା ଆମେରିକା ସମେତ ବହୁ ବଡ…

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଆମେରିକା, ଋଷ, ଫ୍ରାନ୍ସ ସମେତ ସାରା ବିଶ୍ୱର ଅନେକ ଦେଶ ଘଟଣାକୁ ନିନ୍ଦା କରିଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ସହ ସମସ୍ତେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ…

ଭୁବନେଶ୍ୱରରେ ଭାରତ-ୱେଷ୍ଟଇଣ୍ଡିଜ ଖେଳାଳି : ମେଫେୟାରରେ ନାଚଗୀତ ମାଧ୍ୟମରେ କରାଗଲା ଭବ୍ୟ ସ୍ୱାଗତ

କନକ ବ୍ୟୁରୋ : ଭୁବନେଶ୍ବରରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି । ଭାରତୀୟ କ୍ରିକେଟ୍ ଟିମ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ମନପସନ୍ଦର ଖେଳାଳିମାନଙ୍କୁ ଦେଖିବାକୁ…