Daily Archives

November 14, 2019

ଭାରତ ପାଇଁ ଘନଉଛି ବିପଦ : ଆଫଗାନିସ୍ତାନ ଆଡ଼କୁ ମୁହାଁଉଛି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍

କନକ ବ୍ୟୁରୋ : ଭାରତ ପାଇଁ ସତର୍କ ଘଣ୍ଟି । ଆଫଗାନିସ୍ତାନ ଆଡକୁ ମୁହାଁଇଛି ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ । ଅକ୍ଟୋବର ମାସରେ କୁଖ୍ୟାତ ଆତଙ୍କବାଦୀ ତଥା ଇସ୍‌ଲାମିକ୍‌ ଷ୍ଟେଟ୍‌ ମୁଖ୍ୟ ଅବୁ ବକ୍ର ଅଲ ବାଗଦାଦି ନିହତ ହେବା ପରେ ଇସ୍ଲାମିକ ଷ୍ଟେଟ ଆଫଗାନିସ୍ତାନ ଆଡକୁ ମୁହାଁଇଛି ।…

ବଦଳିବେନି କଂସ । ବିବାଦରେ ପଡ଼ିଲା ପୂର୍ଣ୍ଣଛେଦ ।ପୁଣି ଭୁବନେଶ୍ୱରଙ୍କୁ ମିଳିଲା କଂସ ଚରିତ୍ର ।

କନକ ବ୍ୟୁରୋ: ଶେଷର ବରଗଡ଼ ଧନୁଯାତ୍ରା କଂସ କଳିରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି କଂସ ଚରିତ୍ରରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ । ୭୧ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଭୁବନେଶ୍ୱର ପ୍ରଧାନଙ୍କୁ ମିଳିଲା କଂସ ଚରିତ୍ର । ଏନେଇ ଧନୁଯାତ୍ରା ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ…

ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ବିଜେପିକୁ ଡବଲ ଝଟକା । ନିର୍ବାଚନ ପୂର୍ବରୁ ମେଣ୍ଟରୁ ଓହରିଲା ୧୯ ବର୍ଷର ସାଥୀ, ଏକାକୀ…

ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ବିଜେପିକୁ ବଡ ଝଟକା । ମହାରାଷ୍ଟ୍ରରେ ଶିବସେନା ସହ ୩୦ ବର୍ଷର ମେଣ୍ଟ ଭାଙ୍ଗିବା ପରେ ଝାଡଖଣ୍ଡରେ ମଧ୍ୟ ସମାନ ଅବସ୍ଥା ଭୋଗିଛି ବିଜେପି । ୧୯ ବର୍ଷ ଧରି ବିଜେପିର ହାତ ଧରି ଚାଲୁଥିବା ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ନିର୍ବାଚନ ପୂର୍ବରୁ ମେଣ୍ଟକୁ ବାଏ ବାଏ…

ଦୁଃଖିନୀ ମା’ର ସୁନା ପୁଅ : ପର ଘରେ ବାସନ ମାଜୁଛି ମା’, କଠିନ ସଂଘର୍ଷ ପରେ ଇସ୍ରୋରେ ପୁଅକୁ ମିଳିଲା ଚାକିରି

କନକ ବ୍ୟୁରୋ : ମୁମ୍ବାଇର ଝୋପଡ଼ିରୁ ଇସ୍ରୋ ଯାତ୍ରା । ଦୃଢ଼ ଇଚ୍ଛାଶକ୍ତି ଆଗରେ ଅଭାବ ଅନଟନ ବାଧକ ସାଜି ପାରିଲାନି । ଇସ୍ରୋରେ ଚାକିରି ପାଇଲେ ମୁମ୍ବାଇର ରାହୁଲ ଘୋଡ଼କେ । ସଂଘର୍ଷକୁ ମାତ ଦେଇ ମା’ ପରିଶ୍ରମର ମୂଲ ରଖିଛନ୍ତି ରାହୁଲ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ କଠିନ ପରିଶ୍ରମ କରି…

ଉପକୁଳପତି ଇସ୍ତଫା ଦିଅ । ଜେଏନୟୁ କାନ୍ଥରେ ଦେଖିବାକୁ ମିଳିଲା ଓଡ଼ିଆ ଭାଷାରେ ବିରୋଧର ସ୍ୱର ।

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସତ୍ତ୍ୱେ ବି ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ…

ପାଠ ପଢିବା ପାଇଁ ସଂଘର୍ଷ । ଜୀବନ ଜିଇଁବାକୁ ଅର୍ଥ ସାଜିଛି ବାଧକ, କୁକୁଡା ବିକିଲେ ପାଠ ପଢିବେ ଆଦିବାସୀ ଧାବକ…

କନକ ବ୍ୟୁରୋ : ପାଠ ପଢିବା ପାଇଁ ସଂଘର୍ଷ । ଆର୍ଥିକ ଅନଟନରେ ପଡି ଦେଶି କୁକୁଡା ଚାଷ କରୁଛନ୍ତି ଆଦିବାସୀ ଧାବକ । ମାଲକାନଗିରିର ଆଦିବାସୀ ଧାବକ ରାମଚନ୍ଦ୍ର ଦୋରା । ଦିନେ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରାଜ୍ୟ, ଜାତୀୟ ସ୍ତରରେ ବେଶ କୃତିତ୍ୱ ଓ ସଫଳତା ଆଣିଥିଲେ । କିନ୍ତୁ ଅର୍ଥ ଏବେ…