Daily Archives

July 2, 2019

ଲୋକସଭାରେ ଉଠିଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା : ରାଜଧାନୀବାସୀଙ୍କ ଦୁଃଖ ଲାଘବ ନିମନ୍ତେ କେନ୍ଦ୍ର ସରକାରଙ୍କ ସାହାଯ୍ୟ…

କନକ ବ୍ୟୁରୋ : ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛି ସ୍ମାର୍ଟସିଟି । ଅପନ୍ତରା ଅଞ୍ଚଳ ପରି ରାଜଧାନୀ ରାଜରାସ୍ତାରେ ପାଣିର ସୁଅ ଛୁଟୁଛି । ଘରୁ ଗୋଡ଼ କାଢ଼ିଲେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଡ୍ରେନ ପାଣି ରାସ୍ତାରେ ବହୁଛି । ବର୍ଷା ହେବାମାତ୍ରେ ରାସ୍ତାଘାଟ ଶୁନଶାନ ହୋଇଯାଉଛି ।…

ଋଣ ଆଦାୟ କରିବା ଲାଗି ବାଉନ୍ସର ନିଯୁକ୍ତ କରିପାରିବେନି କୌଣସି ବି ବ୍ୟାଙ୍କ। ସଂସଦରେ ସ୍ପଷ୍ଟ କଲେ ସରକାର। ଉଲ୍ଲଂଘନ…

ଯଦି ଆପଣ କୌଣସି ବ୍ୟାଙ୍କରୁ ଲୋନ ନେଇଛନ୍ତି ଏବଂ ତାକୁ ପରିଶୋଧ କରିବାକୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବା ଆଦୌ ଅନୁଚିତ । କାରଣ, ସରକାରଙ୍କ ତରଫରୁ ଋଣଧାରୀଙ୍କୁ ମଧ୍ୟ ଅନେକ ଅଧିକାର ପ୍ରଦାନ କରାଯାଇଛି । ଯାହାକି ଋଣଧାରୀଙ୍କର ସଂପତି ନିଲାମୀଠାରୁ ଆରମ୍ଭ କରି ନୋଟିସ…

ସୁପ୍ରିମକୋର୍ଟଙ୍କ ରାୟ ! ସାର୍ବଜନୀନ ସ୍ଥଳରେ ବ୍ୟକ୍ତିଗତ ବାହନ ଠିଆ ହୋଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ ସ୍ଥଳ ବୋଲି ହିଁ…

ବିହାରରେ ଯଦି ଆପଣ ସାର୍ବଜନୀନ ସ୍ଥଳରେ ଗାଡି ରଖି ସିଗାରେଟ୍ କିମ୍ବା ମଦ୍ୟପାନ କରୁଛନ୍ତି ଏବଂ କେହି ଏହା ଉପରେ ଆପତ୍ତି କଲେ ସେଠାରେ ଆପଣ ତାଙ୍କୁ କିଛି କହିପାରିବେ ନାହିଁ । କାରଣ ଉକ୍ତ ସ୍ଥାନରେ ଆପଣଙ୍କ ବ୍ୟକ୍ତିଗତ ଗାଡି ଥିଲେ ମଧ୍ୟ ତାହାକୁ ସାର୍ବଜନୀନ ସ୍ଥଳ ହିଁ ମନାଯିବ ।…

ଆକ୍ସନରେ ଯୋଗୀ ସରକାର ! ବଦଳାଇବେ ଭିକାରୀଙ୍କ ଜୀବନଶୈଳୀ , ଦେବେ ରୋଜଗାରର ଅଫର୍

ଉତ୍ତରପ୍ରଦେଶରେ ଯୋଗୀ ସରକାର ଭିକାରୀଙ୍କ ପୁନଃବାସ ପାଇଁ ନୂତନ ପ୍ରୟାସ କରିବାକୁ ଯାଉଛନ୍ତି । ଏହି ସଂବନ୍ଧରେ ଖୁବଶୀଘ୍ର ସରକାର ଲକ୍ଷ୍ନୌରେ ଏକ ପାଇଲେଟ୍ ପ୍ରୋଜେକ୍ଟ ପ୍ରସ୍ତୁତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗରନିଗମଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କି…

ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ଆଜି ଶୁଣାଣି । ଆବେଦନ ଖାରଜ ହେଲେ ମାସେ ଭିତରେ ଭାରତ ଫେରିବେ ମଦ ସମ୍ରାଟ

କନକ ବ୍ୟୁରୋ: ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଆଜି ଶୁଣାଣି ହେବ । ଲଣ୍ଡନ ହାଇକୋର୍ଟ ଆଜି ନିଷ୍ପତି ନେବେ ବିଜୟ ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ନେଇ ଜାରି ହୋଇଥିବା ଆଦେଶକୁ ରଦ୍ଦ କରା ଯିବ ନା ନାହିଁ । କାରଣ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଅପିଲ…

ବିଶ୍ୱକପ୍ ମହାସମର । ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟରେ ଲୁଚିଗଲା ଶାମିଙ୍କ ଏହି ବଡ ରେକର୍ଡ ।

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପରେ ବିଜୟଧାରା ବଜାୟ ରଖିଥିବା ବିରାଟ ବାହିନୀକୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି । ରବିବାର ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ପ୍ରତି ଓଭରରେ ଛକା ଚୌକାର ବର୍ଷା…