Daily Archives

July 2, 2019

ଶୂନ୍ୟକାଳରେ ଉଠିଲା ନାବାଳିକା ଗର୍ଭବତୀ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ କଂଗ୍ରେସ ବିଧାୟକ ନରସିଂହ…

କନକ ବ୍ୟୁରୋ : ଗୃହରେ ପୁଣି ଉଠିଲା ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ବିବୃତି ଦାବି କରି କଂଗ୍ରେସ ବିଧାୟକ ମାନେ ଗୃହରେ ନାରାବାଜି ଦେବା…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ବିବାହର ପ୍ରତିଶ୍ରୁତି ଦେଇ ଯୌନ ସଂବନ୍ଧ ରଖି ବିବାହ ନ କଲେ ତାହାକୁ…

ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି ବିବାହର ପ୍ରତିଶୃ୍ତି ଦେଇ ଯଦି କୌଣସି ଯୁବତୀଙ୍କ ସହ ଯୌନ ସଂବନ୍ଧ ସ୍ଥାପନ କରି ବିବାହ ନ କଲେ ତାହାକୁ ଦୁଷ୍ମର୍ମ ବୋଲି ମନାଯିବ । କାରଣ ଏହା ମହିଳାଙ୍କ ସମ୍ନାନର ଉପରେ ଗଭୀର ଆଘାତ ପକାଇ ପାରେ । ଜଷ୍ଟିସ୍ ଏଲ.ନାଗେଶ୍ୱର ଏବଂ ଏମଆର୍ ଶାହ ନିଜ ରାୟରେ…

ଯୋଡା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ: ଅପରେସନ ପାଇଁ କଟକ ଶିଶୁଭବନରେ ଗଠିତ ହେଲା ୭ଜଣିଆ ଡାକ୍ତରୀ…

କନକ ବ୍ୟୁରୋ: ଢେଙ୍କାନାଳ ଯୋଡ଼ା ପେଟ ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ । ଅପରେସନ ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଜନ୍ମ ଢେଙ୍କାନାଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡ଼ା…

ମଝି ଆକାଶରୁ ଖସି ପଡିଲା ତେଜସ୍ ବିମାନର ତେଲ ଟାଙ୍କି ! ଅଳ୍ପକେ ଟଳିଗଲା ବଡ ବିପଦ, ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ…

କନକ ବ୍ୟୁରୋ : ମଝି ଆକାଶରେ ଅଭାବନୀୟ ଘଟଣା । ଉଡାଣ ଭରିବା ସମୟରେ ଭାରତୀୟ ବାୟୁସେନାର ତେଜସ ଫାଇଟର ଜେଟର ତେଲ ଟାଙ୍କି କୋଏମ୍ବାଟୁର ନିକଟରେ ଏକ ଖେତରେ ଖସିପଡିଥିବା ଜଣାପଡିଛି । ତେବେ ତେଲ ଟାଙ୍କି ପଡିବାରୁ କ୍ଷେତରେ ନିଆଁ ଲାଗିଯାଇଥିଲା । ଘଟଣାର ସୂଚନା ମିଳିବା ପରେ, ପୋଲିସ ପହଞ୍ଚି…

ସିମେଣ୍ଟ ନୁହେଁ ପ୍ଲାଷ୍ଟିକରେ ତିଆରି ହେବ ରାସ୍ତା । ମହାରାଷ୍ଟ୍ର ସରକାରଙ୍କ ନୂଆ ଯୋଜନା ।

ଆମେ ସମସ୍ତେ ଜାଣୁ ଯେ ସିମେଣ୍ଟରେ ଘର ତିଆରି କରାଯାଇଥାଏ, ହେଲେ ମହାରାଷ୍ଟ୍ର ସରକାର ଏବେ ସିମେଣ୍ଟ ବଦଳରେ ପ୍ଲାଷ୍ଟିକ ଆବର୍ଜନାରୁ ସଡ଼କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଏ କଥା ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାମଦାସ କଦମ ଗତକାଲି ବିଧାନସଭାରେ ସୂଚନା ଦେଇଥିଲେ। ବିଧାନସଭାରେ…

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ବିଜେପି ସଂସଦୀୟ ଦଳ ବୈଠକରେ ନାଁ ନନେଇ ମୁହଁ ଖୋଲିଲେ ମୋଦି । କହିଲେ, ଯାହାର…

କନକ ବ୍ୟୁରୋ: ଇନ୍ଦୋରରେ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ଗୁଣ୍ଡାଗର୍ଦି ନେଇ କଡା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାହାର ନାଁ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସିଏ ଯାହାର ବି ପୁଅ ହୁଅନ୍ତୁ ନା କାହିଁକି ଏଭଳି ଆଚରଣକୁ ଆଦୌ ବରଦାସ୍ତ କରାଯିବନାହିଁ ।…