Daily Archives

July 2, 2019

ଅମରନାଥ ଯାତ୍ରା ଆରମ୍ଭ : ସମଗ୍ର ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୬୦ ହଜାର ଯବାନ ମୁତୟନ

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟ ଭିତରେ ଗତକାଲିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ୭୫୦୦ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ବାହାରିଥିବା ବେଳେ ସେମାନେ ହିମାଳୟର ପବିତ୍ର ଗୁମ୍ଫା ସ୍ଥିତ ବାବା ବର୍ଫାନିଙ୍କ ଦର୍ଶନ କରିବେ । ଗତକାଲି କଶ୍ମୀର ଘାଟିରୁ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ…

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍ : ଜୁଲାଇ ୪ରୁ ୧୪ ପର୍ଯ୍ୟନ୍ତ ପ୍ରଦାନ କରିବ ରେଳବାଇରେ ଉପଲବ୍ଧ ସୁବିଧା…

କନକ ବ୍ୟୁରୋ : ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମୋବାଇଲ ଆପ୍‌ ‘ECOR Yatra’  ସେବାର ପ୍ରଚଳନ କରାଯାଇଛି । ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା…

ପ୍ରତିଦିନ ଖାଦ୍ୟରେ ଚିକେନ୍ ଏବଂ ମଟନ୍ ଖାଇବା ଅର୍ଥାତ୍ ରୋଗକୁ ନିମନ୍ତ୍ରଣ କରିବା ! କ’ଣ ଏହାର କ୍ଷତି ଏବଂ ବିକଳ୍ପରେ…

ବର୍ତ୍ତମାନ ସମୟରେ ଲୋକ ଅଧିକ ଆମିଷ ଖାଇବାକୁ ପସନ୍ଦ କରୁଛନ୍ତି । ଚିକେନ୍ ଏବଂ ମଟନ୍ ଖାଇବାରେ ନଥିଲେ ପେଟକୁ ଖାଦ୍ୟ ହିଁ ଯାଉନି । ପୂର୍ବ ସମୟରେ ଏଥିରେ ସନ୍ତୁଳନ ରହୁଥିଲା ସପ୍ତାହରେ ଥରେ କିମ୍ବା ଦୁଇଥର ଲୋକ ଆମିଷ ଭୋଜନ କରୁଥିଲେ କିନ୍ତୁ ଏବେ ପ୍ରତିଦିନର ଭୋଜନରେ ଚିକେନ୍ ଏବଂ ମଟନ୍ ସାମିଲ…

ଅବପାତର ରୂପ ନେଉଛି ଲଘୁଚାପ : ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା,୮ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବାଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି । ପ୍ରଭାବରେ ଆଜି ଦିନତମାମ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ…