Daily Archives

July 2, 2019

ପରିଣତ ବୟସରେ ପଦ୍ମଶ୍ରୀଙ୍କ ସଂଘର୍ଷମୟ ଜୀବନ : ଚାଳ କୁଡିଆରେ ବିତୁଛି ଗାୟକ ଜିତେନ୍ଦ୍ରୀୟ ହରିପାଲଙ୍କ ଜୀବନ, ଗୀତରେ…

କନକ ବ୍ୟୁରୋ : ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼.ଜିତେନ୍ଦ୍ରୀୟ ହରିପାଲ । ଯାହାଙ୍କର ଗୀତ ଶୁଣି ସମଗ୍ର ବିଶ୍ୱ ନାଚି ଉଠେ, ସେହି କଣ୍ଠଶିଳ୍ପୀ ଆଜି ଆର୍ଥିକ ଅନାଟନ ଭିତରେ ପେଷି ହେଉଛନ୍ତି । ଗୋଟିଏ କୁଡିଆ ଭିତରେ ପୁରା ପରିବାର ରହୁଛନ୍ତି । ପଦ୍ମଶ୍ରୀ ଡ଼.ଜିତେନ୍ଦ୍ରୀୟ ହରିପାଲ ବିଭିନ୍ନ…

ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ବାଇକ୍ ପାର୍କିଙ୍ଗ୍ ଘଟଣାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ , ବଳି ପଡିଗଲା…

ସାମାନ୍ୟ ବାଇକ୍ ପାର୍କିଙ୍ଗ୍ କାରଣକୁ ନେଇ ୧୦୦ ବର୍ଷ ତଳର ଏକ ମନ୍ଦିରକୁ ଭାଙ୍ଗିଦେଲେ ଲୋକେ । ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ହିନ୍ଦୁ ଏବଂ ମୁସଲିମ୍ ଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏତେ ଉଗ୍ର ହେଲା ଯେ ଦୁଇ ଚାହୁଁ ଚାହୁଁ ଦୁଇ…

ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଲାଗିବ ଗହଳି ।

କନକ ବ୍ୟୁରୋ: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ନବଯୌବନ ଦର୍ଶନ । ୧୫ ଦିନର ଅଣସର ପରେ ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଦିନ ସାଢେ ୨ଟାରୁ ପାରିମାଣିକ ଓ ସାଢେ ୩ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ସେପଟେ…

ବର୍ଷାରେ ବେହାଲ ରାଜଧାନୀ : ରାସ୍ତା ଉପରେ ପାଣିର ସୁଅ, ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ

କନକ ବ୍ୟୁରୋ : ବର୍ଷାରେ ବେହାଲ ରାଜଧାନୀ । ଗୋଟିଏ ଦିନର ବର୍ଷାରେ ବିପଦପୂର୍ଣ୍ଣ ହୋଇପଡିଛି ରାଜଧାନୀର ରାଜରାସ୍ତା । ଡ୍ରେନରେ ଜମିଯାଇଛି ପାଣି । କେତେକ ସ୍ଥାନରେ ମ୍ୟାନହୋଲ ଖୋଲାମେଳା ପଡିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାସ୍ତା ଖୋଳାଯାଇଥିବାରୁ ବର୍ଷା ସମୟରେ ଯାଆସ କରିବା…

ଏଜବାଷ୍ଟନରେ ଆଜି ବାଂଲାଦେଶ-ଭାରତ ଲଢେଇ । ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ ଭାରତ

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ବାଂଲାଦେଶ ଟକ୍କର । ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ ମ୍ୟାଚ୍ । ସେପଟେ ଟିମ୍ ଇଣ୍ଡିଆରେ ଆଜି ସ୍ଥାନ ପାଇପାରନ୍ତି ରବୀନ୍ଦ୍ର ଜାଡେଜା । ଭାରତ ଅପେକ୍ଷା ବାଂଲାଦେଶ ପାଇଁ ଏହି ମୁକାବିଲା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ହାରିଲେ…

ମୁମ୍ବାଇ ଏବଂ ପୁଣେରେ ଲଗାଣ ବର୍ଷା ! କାନ୍ଥ ପଡିବା କାରଣରୁ ଗୋଟିଏ ରାତିରେ ୨୧ ଜଣଙ୍କ ମୃତ୍ୟୁ ।

ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ରିପୋର୍ଟ ମୁତାବକ କେବଳ ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ ୩ ଟି ସ୍ଥାନରେ କାନ୍ଥ ପଡି ୨୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାନ୍ଥ ପଡିବା ଘଟଣା ମଲାଡ ଇଷ୍ଟ, କଲ୍ୟାଣ ଏବଂ ପୁଣେରେ ହୋଇଛି । ମଲାଡ ଇଷ୍ଟରେ ୧୨ , କଲ୍ୟାଣରେ ୩ ଏବଂ…