Daily Archives

May 15, 2019

ପଶ୍ଚିମବଂଗରେ ହିଂସାକାଣ୍ଡ ନେଇ ମମତାଙ୍କ ଉପରେ ବର୍ଷିଲେ ଶାହା । କହିଲେ, ହିଂସାକାଣ୍ଡ ପାଇଁ ଟିମଏସି ଦାୟୀ, ଗଣତନ୍ତ୍ରର…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା । ହିଂସାକାଣ୍ଡ ପାଇଁ ଟିଏମସି ଦାୟୀ । ଟିଏମସି ହିଁ ହିଂସାକାଣ୍ଡ ଭିଆଇଛି ବୋଲି ଅମିତ ଶାହା କହିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରାଯାଇଛି । ମେ ୨୩ ପରେ ମମତାଙ୍କ ରାଜ ଶେଷ ହେବ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ମାମଲା । ଦୁଇଟି ଏଫଆଇଆର ଦାୟର କଲା କୋଲକାତା ପୋଲିସ ।

କନକ ବ୍ୟୁରୋ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ କୋଲ୍‌କାତା ପୁଲିସ ଦୁଇଟି ଫାଷ୍ଟ୍‌ ଇନ୍‌ଫର୍ମେସନ୍‌ ରିପୋର୍ଟ ଦାୟର କରିଛି ।ତୃଣମୂଳ ଛାତ୍ର ପରିଷଦ୍‌ ସହ ଅନୁବନ୍ଧିତ ବିଦ୍ୟାସାଗର କଲେଜ ଏବଂ କୋଲ୍‌କାତା ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଦାୟର୍‌ କରିଥିବା ଏହି…

ବିଜୁଳି ପାଇଁ ରାସ୍ତାରୋକ: ଜଗତସିଂହପୁରରେ ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

କନକ ବ୍ୟୁରୋ: ବିଜୁଳି ପାଇଁ ରାସ୍ତାରୋକ । ଜଗତସିଂହପୁରରେ ରଘୁନାଥପୁର ବ୍ଲକ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ବାତ୍ୟାର ୧୨ ଦିନ ପରେ ବି ଏଯାଏଁ ବିଜୁଳି ଯୋଗାଣ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ କଟକ ପାରାଦୀପ ରାସ୍ତା ଅବରୋଧ କରିଛନ୍ତି…

ବିଜେପିକୁ ଖୋଲା ଧମକ ଦେଲେ ମମତା । କହିଲେ, ତୁମ ଭାଗ୍ୟ ଭଲ ମୁଁ ଶାନ୍ତ ବସିଛି । ନଚେତ ଗୋଟିଏ ସେକେଣ୍ଡରେ ଦଖଲ କରିନେବି…

କୋଲକାତାରେ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ ସମୟରେ ହିଂସା ପରେ ମମତା-ବିଜେପି କଳି ଉଗ୍ର ରୂପ ଧରିଛି । ଉଭୟ ବିଜେପି ଓ ଟିଏମସି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଗ୍ର ରୂନ ଦେଖିବାକୁ ମିଳିଛି ।…

ମୋବାଇଲ ଟର୍ଚ୍ଚରେ ଖାତାଦେଖା ଘଟଣା: ସିଏଚଏସଇ କହିଲା, ଖାତାର ହେବ ପୁନଃ ଯାଂଚ, ଗାଇଡଲାଇନର ହୋଇଛି ଉଲ୍ଲଂଘନ

କନକ ବ୍ୟୁରୋ: ବାରିପଦା କଲେଜରେ ମୋବାଇଲ ଲାଇଟରେ ଯୁକ୍ତ ଦୁଇ ଖାତା ଦେଖା ଘଟଣା ପଦାକୁ ଆସିବା ପରେ ଖାତାର ପୁନଃଯାଂଚ ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହାଛଡା ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ପରିଷଦ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ…

ବିଜେପି ସରକାରକୁ ମାୟାବତୀଙ୍କ ଟାର୍ଗେଟ୍ ! କହିଲେ ଦଳିତ ବିରୋଧୀ କେନ୍ଦ୍ରର ମୋଦିି ସରକାର ।

ଲଖନଉଁରେ ବିଏସପି ପ୍ରମୁଖ ମାୟାବତୀ ଏକ ପ୍ରେସ୍ କନଫ୍ରେନ୍ସରେ କେନ୍ଦ୍ର ସରକାରଙ୍କ ଉପରକୁ ଟାର୍ଗେଟ୍ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ମୋଦି ସରକାର ଦଳିତ ବିରୋଧୀ ଅଟେ । ବିଜେପି ଦଳିତମାନଙ୍କୁ ଭ୍ରମରେ ପକାଉଛି । ପ୍ରଧାନମନ୍ତ୍ରୀ ମୋଦି ସବୁ ଶାଳୀନତାକୁ ପାର୍ କରି…