Daily Archives

April 15, 2019

ନିର୍ବାଚନୀ ପ୍ରଚାରରେ ବାଧକ ସାଜିଛି ଖରା : ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ରାତିରେ ଜମୁଛି ଭିଡ

ଗତ କିଛି ଦିନ ହେଲା ୩୭ରୁ ୩୯ଡିଗ୍ରି ଭିତରେ ରହୁଥିବା ରାଜଧାନୀର ତାପମାତ୍ରା ଆଜି ୪୦ ଡିଗ୍ରି ଟିପିଛି। ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଉପରେ ଏହା ଯେପରି ଗ୍ରହଣ ସଦୃଶ ଲାଗିଯାଇଛି। ପ୍ରାର୍ଥୀମାନେ ଖରାକୁ ଖାତିରି ନକରି ପ୍ରଚାର ମଇଦାନକୁ ଓହ୍ଲାଉଥିଲେ ହେଁ ଅପରାହ୍ନ ୧ଟା ପରେ ସବୁ…

ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ଦିଆଯାଉଛି ଦାମୀ ଉପହାର ! ପୁରୀରୁ ଫ୍ଲାଇଂ ସ୍କ୍ବାଡ୍ ଜବତ କଲା…

କନକ ବ୍ୟୁରୋ : ଭୋଟରଙ୍କୁ ବାଣ୍ଟିବା ପାଇଁ ଆସୁଥିବା ଫ୍ରିଜ୍, ଟିଭି ଭର୍ତ୍ତି ଗାଡ଼ିକୁ ନିର୍ବାଚନୀ ଫ୍ଲାଇଂ ସ୍କ୍ବାଡ୍ ଜବତ କରିଛି। ସେଥିରୁ ବହୁ ପରିମାଣରେ ଫ୍ରିଜ୍, ଗ୍ରାଇଣ୍ଡର, ଟିଭି ଓ ଇଣ୍ଡକ୍ସନ କୁକର୍ ଜବତ ହୋଇଛି। ତେବେ ସେସବୁ ସାମଗ୍ରୀ ବିଭିନ୍ନ ଲୋକଙ୍କ ନାମରେ ବିଲିଂ ହୋଇଥିବା…

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଠାବ : ବିପୁଳ ପରିମାଣରେ ଆତଙ୍କୀ ସାମଗ୍ରୀ ଜବତ

ଜାମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଏକ ଆଡ୍ଡାସ୍ଥଳୀ ଠାବ କରାଯାଇଛି। ସେନା ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ଉକ୍ତ ଆଡ୍ଡାସ୍ଥଳୀରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପ୍ରକାଶ। ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ଏବଂ ସୁରକ୍ଷାବଳ ଯବାନମାନେ…

ଚନ୍ଦ୍ରାଣୀ ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ୱେବ ପୋର୍ଟାଲ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କଲା ପୁଲିସ ।…

କନକ ବ୍ୟୁରୋ : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ…

ରାଜଧାନୀରେ ଅଗ୍ନିବର୍ଷା ! ଦିନ ୧୦ଟା ବେଳକୁ ଘରୁ ବାହାରିବା ମୁସ୍କିଲ୍‌, ପୁଣି ୪୦ ଡିଗ୍ରି ଟପିଲା ପାରଦ

କନକ ବ୍ୟୁରୋ : ଭୁବନେଶ୍ବରର ରାଜନୈତିକ ଉଷ୍ମତାକୁ ବଳିଯାଇଛି ସୂର୍ଯ୍ୟଙ୍କ ତାତି । ଦିନ ୧୦ଟା ବେଳକୁ ତତଲା ସହରରେ ପରିଣତ ହେଉଛି ସମ୍ପୂର୍ଣ୍ଣ ରାଜଧାନୀ । ରାସ୍ତାଘାଟ ଶୂନ୍‌ଶାନ୍‌ । ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି । ଏତେ ଜୋର୍‌ରେ ତାତି ହେଉଛି ଯେ ମୁଣ୍ଡ ଉପରୁ…

ମୋଦିଙ୍କ ଫୋକସରେ ଓଡିଶା । ଆସନ୍ତାକାଲି ରାଜଧାନୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ, ସେପଟେ ପୁଣି ଥରେ ୨୭ରେ…

କନକ ବ୍ୟୁରୋ : ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମଙ୍ଗଳବାର ଦିନ ସେ ସମ୍ବଲପୁର ଆସୁଥିବାବେଳେ ୨୭ରେ କେନ୍ଦ୍ରାପଡ଼ା ଗସ୍ତରେ ଆସୁଥିବା ଜଣାପଡ଼ିଛି। ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ…