Daily Archives

April 15, 2019

ବିଜେପି ନେତାଙ୍କୁ ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ସମଦେବନା ଜଣାଇଲେ ମୁଖ୍ୟମନ୍ତ୍ରୀ, ଘଟଣାକୁ ଗୁରୁତ୍ୱ ସହ ନେବାକୁ…

କନକ ବ୍ୟୁରୋ : ନିର୍ବାଚନ ହିଂସାରେ ଗଡିଛି ଜଣେ ବିଜେପି ନେତାଙ୍କ ମୁଣ୍ଡ । ଯାହାକୁ ନେଇ ଖୋର୍ଦ୍ଧାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ନେତାଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି…

ଜୟାପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ : ଜାତୀୟ ମହିଳା କମିଶନଙ୍କ କାରଣ…

ଜୟାପ୍ରଦାକୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀର ପାର୍ଟି ନେତା ଆଜମ ଖାନ । ରାମପୁର ଲୋକସଭା ଆସନରୁ ଲଢୁଥିବା ଆଜମ ଖାନ ନିର୍ବାଚନ ପ୍ରଚାର ବେଳେ ଜୟପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜାତୀୟ ମହିଳା କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ଆଜମ ଖାନଙ୍କୁ ଆଜି…

ନିର୍ବାଚନୀ ପ୍ରଚାର ସମୟରେ ଦେଖିବାକୁ ମିଳିଲା ବିଜେଡ଼ି ପ୍ରାର୍ଥୀଙ୍କ ମାନବିକତା ! କାନ୍ଧରେ ଶବ ବୋହିଲେ ସମ୍ବିତ…

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମୈଦାନ ସରଗରମ ଅଛି । ଲୋକଙ୍କ ନିକଟତର ହେବାକୁ ଆପ୍ରଣ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । କିଏ ଭୋଟରଙ୍କୁ ପ୍ରଲୋଭିତ କରୁଛି ତ କିଏ ଟଙ୍କା ବାଂଟୁଛି । ହେଲେ ଘଡ଼ି ସନ୍ଧିମୁହୁର୍ତ୍ତରେ ଲୋକଙ୍କୁ ସାହାଯ୍ୟ କରିବା ଖୁବ କମ ନେତାଙ୍କ ମଧ୍ୟରେ…

ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ବରଗଡରେ ସାଧାରଣ ସଭା, କଂଟାବାଞ୍ଜି, ଟିଟିଲାଗଡ, ସଇଁତଳାରେ କରିବେ ରୋଡ ଶୋ

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡରେ ପ୍ରଚାର କରିବେ । ପୂର୍ବାହ୍ନ ସାଢେ ୧୦ଟା ବେଳେ ପଦ୍ମପୁର ସତିଭଟାରେ ହେଲିକପ୍ଟର ଯୋଗେ ପହଂଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅତାବିରାରରେ ଆୟୋଜିତ ସାଧାରଣ ସଭାରେ ସାମିଲ ହୋଇ ଜନତାଙ୍କୁ ସମ୍ବୋଧିତ କରିବେ । ପରେ ପଦ୍ମପୁରରେ…

ୟୁରୋପରେ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ର ରଚୁଛି ଆଇଏସଆଇଏସ, ବ୍ରିଟିଶ ମିଡିଆ ରିପୋର୍ଟ ଦେଲା ସୂଚନା

ବର୍ଷ ୨୦୧୫ରେ ପ୍ୟାରିସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୩୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଆତ୍ମଘାତୀ ଆକ୍ରମଣ ରଚିଥିଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ ସିରିଆ (ଆଇଏସଆଇଏସ୍)। ସେହିଭଳି ବଡ ଧରଣର ଆକ୍ରମଣ ସାରା ୟୁରୋପ ମହାଦେଶରେ ରଚିବାକୁ ଆଇଏସଆଇଏସ୍ ଯୋଜନା…

ବିଳମ୍ବରେ ହେଲେବି ନିଜ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଲେ ନକ୍ସଲ

କନକ ବ୍ୟୁରୋ : ଯବାନଙ୍କୁ ଟାର୍ଗେଟ କରି ନକ୍ସଲ କରିଥିବା ବିସ୍ଫୋରଣରେ ସାଧାରଣ ଲୋକ ଆହତ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନକ୍ସଲଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ବିଳମ୍ବରେ ହେଲେ ବି ଏହି ଘଟଣାକୁ ନେଇ ନକ୍ସଲ ସଂଗଠନ ନିଜ ଭୁଲ ସ୍ବୀକାର…