Daily Archives

February 4, 2019

ଚାକିରିଆଙ୍କ ପାଇଁ ସରକାର ଆଣିଲେ ଖୁସିଖବର ! ଗ୍ରେଚ୍ୟୁଟିର ସୀମା ୧୦ ଲକ୍ଷରୁ ବଢି ହେଲା ୨୦ ଲକ୍ଷ,ଅଧିକ ଜାଣିବା ପାଇଁ…

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଅନ୍ତିମ ବଜେଟରେ ବେତନଭୋଗୀଙ୍କ ପାଇଁ ବଡ ଖୁସିଖବର ଆଣିଛନ୍ତି । ଗୋଏଲ୍ ଗ୍ରେଚ୍ୟୁଟି ପଇଠ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା କରିଦେଇଛନ୍ତି । ଏହାର ଅର୍ଥ ହେଉଛି ଯେ ୫ ବର୍ଷ ପର୍ଯ୍ୟନ୍ତ ଚାକିରୀ ଛାଡିବା ପରେ ମିଳୁଥିବା ରାଶି ୧୦ ଲକ୍ଷକୁ ବଢାଯାଇ ୨୦ ଲକ୍ଷ…

ସଂସଦରେ ଆଜି ଉଠିବ ପଶ୍ଚିମବଙ୍ଗ ପ୍ରସଙ୍ଗ । ସାଢ଼େ ୧୦ଟାରେ ବୈଠକ କରିବେ ବିରୋଧୀ, ରାହୁଲ କଲେ ସମର୍ଥନ

କନକ ବ୍ୟୁରୋ : ସଂସଦରେ ଆଜି ଉଠିବ ପଶ୍ଚିମବଙ୍ଗ ପ୍ରସଙ୍ଗ । ସାଢ଼େ ୧୦ଟାରେ ବୈଠକ କରିବେ ବିରୋଧୀ । ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ସିବିଆଇ- ପଶ୍ଚିମବଙ୍ଗ ବିବାଦ ନେଇ ଆଲୋଚନା ହେବ । ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ ।…

ଆଜି ଉତ୍କଳ ଗୌରବ ମଧୁବାବୁଙ୍କ ତୀରୋଧାନ ଦିବସ ! ସ୍ମୁତିଚାରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

କନକ ବ୍ୟୁରୋ : ଆଜି ଉତ୍କଳ ଗୌରବ ତଥା ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା  ମଧୁବାବୁଙ୍କ ତୀରୋଧାନ ଦିବସ । ଏହି ଅବସରରେ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ମଧୁବାବୁ କହିଲେ ହଠାତ ଆଖି ସାମନାକୁ ଚାଲିଆସେ ମୁଣ୍ଡରେ ଓଡ଼ିଆ ପଗଡ଼ି…

ରାଜନୀତି ଛାଡି ଦେବି ମୁଁ ଯଦି ପ୍ରଧାନମନ୍ତ୍ରୀ ରାଜନୀତିରୁ ନେବେ ସନ୍ନ୍ୟାସ : ସ୍ମୃତି ଇରାନୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନକୁ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ୱାର୍ଡ୍ସ କାଉଣ୍ଟ ମହୋତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ରାଜନୀତି କରିବା ଛାଡି ଦେବେ ସେହି ଦିନ ମୁଁ ମଧ୍ୟ ରାଜନୀତି ଆଉ କରିବି ନାହିଁ ବୋଲି…

ଶ୍ରଦ୍ଧାର ରଙ୍ଗରେ ରଙ୍ଗେଇ ହେଲା ପ୍ରୟାଗରାଜ : ଫଟୋ ଫଟୋରେ ଘରେ ବସି କରନ୍ତୁ କୁମ୍ଭ ଦର୍ଶନ

ଆମେ ସମସ୍ତେ ଜାଣିଛେ କି କୁମ୍ଭ ମେଳା ଆରମ୍ଭ ହୋଇସାରିଲାଣି । କୁହନ୍ତି କି ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି କୁମ୍ଭର ରଙ୍ଗରେ ରଙ୍ଗେଇ ଯାଆନ୍ତି । ବିଶେଷ କରି ନାଗାସାଧୁ । କୁହନ୍ତି କି, ନାଗା ସାଧୁ କୁମ୍ଭର ଆତ୍ମା । କୁମ୍ଭରେ ଯଦି ନାଗା ସାଧୁ ଓ ତାଙ୍କ ‘ହର ହର ମହାଦେବ’ ସ୍ୱର ଶୁଣାଇ…

ମାସିକ ଋତୁସ୍ରାବ ସମୟରେ ଝରକା ନଥିବା କୁଡିଆରେ ଶୋଇବାକୁ ପଡିଲା, ଶ୍ୱାସରୁଦ୍ଧ ହେବାରୁ ମହିଳାଙ୍କ ମୃତ୍ୟୁ 

ମାସିକ ଧର୍ମ କାରଣରୁ ବିନା ଝରକା ଥିବା କୁଡିଆ ଘରେ ରହୁଥିବା ୨୧ ବର୍ଷୀୟ ନେପାଳୀ ମହିଳାଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି । ନେପାଳରେ ମାସିକଧର୍ମ ସମୟରେ ମହିଳାଙ୍କୁ ଅସ୍ପୃଶ୍ୟ ଧରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ରହିବାର ଏହି ପ୍ରଥା ଉପରେ ରୋକ୍ ଲଗାଇଦିଆଯାଇଛି । କେତେକ…