Daily Archives

October 5, 2018

ବାରମ୍ବାର ଦୌଡିବାକୁ ପଡିବନି କୌଣସି ବି କାର୍ଯ୍ୟାଳୟ । ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଆରସି ଟ୍ରାନ୍ସଫର…

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଅପରିହାର‌୍ୟ୍ୟ । କାରଣ ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ ମୋଟା ରକମର ଫାଇନ ମଧ୍ୟ ଦେବାକୁ ପଡିଥାଏ । ତେଣୁ ଏହିସବୁ ସମସ୍ୟାରୁ ଦୂରରେ ରହିବା ପାଇଁ ଯଦି…

ଆଜି ନିର୍ବାଚନ ହେଲେ ସତ୍ତାକୁ ଆସିବ ବିଜେପି, ସିଟ୍ ସଂଖ୍ୟା ବଢ଼ିଲେ ମଧ୍ୟ ସରକାରଙ୍କୁ ଆସିପାରିବନି କଂଗ୍ରେସ : ସର୍ଭେ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନକୁ ବାକି ଅଛି ୬ ମାସ ସମୟ । ଆଉ ଏବେଠାରୁ ସମସ୍ତ ଜାତୀୟ ଓ ଆଂଚଳିକ ଦଳ ଗୁଡ଼ିକ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏବେଠାରୁ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ବିଭିନ୍ନ ମୁଦ୍ଦା ନେଇ ବରୋଧୀ ଓ ସରକାର ଉଭୟେ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ତେବେ…

ନଦୀ ଓ ନାଳ ଡେଇଁ ବିପଦସଙ୍କୁଳରେ ଚାଲିଛି ଯାତାୟତ । ନିର୍ବାଚନ ପୂର୍ବରୁ ରାସ୍ତା ନହେଲେ , ଭୋଟ୍ ବର୍ଜନ କରିବା ପାଇଁ…

କନକ ବ୍ୟୁରୋ: ରୋଡ୍ ନାହିଁ ତ ଭୋଟ ନାହିଁ । ଦୀର୍ଘ ବର୍ଷ  ଧରି ଭଲ ରାସ୍ତା ଖଣ୍ଡେ ନଥିବାରୁ ଗମନାଗମନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ତେଣୁ ଚଳିତ ନିର୍ବାଚନରେ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା…

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ୟୁପି ବାଗପତର ବିନୌଲିରେ ଖସି ପଡିଲା ଟୁ ସିଟର ପ୍ଲେନ ଏମଏଲ-୧୩୦, ଅଳ୍ପକେ…

କନକ ବ୍ୟୁରୋ : ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ଉତରପ୍ରଦେଶର ବାଗପତ ଜିଲ୍ଲାର ବିନୌଲିରେ ବାୟୁସେନାର ବିମାନ ଖସି ପଡିଛି । ଗାଜିଆବାଦର ହିଣ୍ଡନ ଏୟାରବେସରୁ ଉଡାଣ କରିଥିବା ବାୟୁସେନାର ଦୁଇ ଆସନ ବିଶିଷ୍ଟ ପ୍ଲେନ ଏମଏଲ ୧୩୦ ବିନୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ…

ଟିକେଟ୍ ନକରି ଟ୍ରେନରେ ଚଢିଲେ ବି ଧରିବ ନାହିଁ ଟିଟି ! ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଦେଉଛି ଏବେ ଏଭଳି କିଛି…

ରେଳରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ଅନେକ ଥର ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସାମନା କରିବାକୁ ପଡିଥାଏ । ଏଭଳି ହୋଇଥାଏ କି, ଟ୍ରେନ ଛାଡିବା ଉପରେ ଥିବ ହେଲେ ଟିକେଟ୍ କାଉଂଟରରେ ଲାଗିଥିବା ଲମ୍ବା ଲାଇନ୍ କାରଣରୁ ଆପଣ ଟିକେଟ୍ କରିବାରେ ଅକ୍ଷମ ହୋଇଥିବେ । ତେଣୁ ବିନା ଟିକେଟରେ…

ଉଦଳା ଉପଜିଲ୍ଲାପାଳଙ୍କ ଭୁଶୁଡି ପଡିଲା ସରକାରୀ ବାସଭବନର ଛାତ । ଅଘଟଣ ସମୟରେ ଘରେ କେହି ନଥିବା ସୂଚନା

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନର ଛାତ ଭୁଶୁଡ଼ି ପଡ଼ିଛି। ତେବେ ଘଟଣା ସମୟରେ ଉପଜିଲ୍ଲାପାଳ କିମ୍ବା ତାଙ୍କ ପରିବାର କେହି ଘରେ ନ ଥିବାରୁ ସମସ୍ତେ ସୌଭାଗ୍ୟକୁ ରକ୍ଷା ପାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଉପଜିଲ୍ଲାପାଳଙ୍କ ସରକାରୀ…