Daily Archives

October 5, 2018

୨୧ ହଜାର ଯବାନଙ୍କ ପାଇଁ ସିଆରପିଏଫ୍ ରେ ବାହାରିବ ନିଯୁକ୍ତି ସୁଯୋଗ ! ବଦଳିବ ପୁରୁଣା ଟ୍ରେନିଙ୍ଗ୍ ପ୍ରଣାଳୀ ।

କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ନକ୍ସଲ ଏବଂ ଆତଙ୍କବାଦ ପ୍ରଭାବିତ ରାଜ୍ୟରେ ଡ୍ୟୁଟି କରିବା ପାଇର୍ ଦକ୍ଷ ତଥା ମଜବୁତ ସୈନ୍ୟଙ୍କ ପାଇଁ ଶାରୀରିକ ପ୍ରଶିକ୍ଷଣ ପ୍ରଣାଳୀକୁ ନୂଆରୁପ ଦେବ । ଏଥିପାଇଁ ସିଆରପିଏଫ୍ ଖୁବଶୀଘ୍ର ୨୧,୫୬୬ କର୍ମୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି ।…

ମିସାଇଲ୍ ବିଧ୍ୱଂସୀ ଏସ-୪୦୦ ଚୁକ୍ତି ଉପରେ ଲାଗିଲା ମୋହର : ୪୦ ହଜାର କୋଟି ଟଙ୍କାରେ ୫ଟି ମିଜାଇଲ ବିଧ୍ୱଂସକ କିଣିବ…

କନକ ବ୍ୟୁରୋ : ଦିଲ୍ଲୀ ହାଇଦ୍ରାବାଦ ହାଉସରେ ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବୈଠକ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏସ-୪୦୦ ପ୍ରତିରକ୍ଷା ବାୟୁ କ୍ଷେପଣାସ୍ତ୍ର ଚୁକ୍ତି…

ତେଲ ଦର ହ୍ରାସ ପରେ ତାତିଲା ବିଜେପି । ଭାଟ୍ କମାଇବା ଦାବିରେ ସରକାରଙ୍କ ବିରୋଧରେ ପ୍ରତିବାଦ, ବିଜେଡ଼ିର ଜବାବ ୨୦୧୪ ଦର…

କନକ ବ୍ୟୁରୋ: ତେଲ ଦର କମିଲା ବଢ଼ିଲା ରାଜନୀତି । କେନ୍ଦ୍ର ସରକାରଙ୍କ ତେଲ ଦର କମାଇବା ନିଷ୍ପତି ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଗତକାଲି କେନ୍ଦ୍ର ସରକାର ଅହେତୁକ ଭାବେ ବୃଦ୍ଧି ପାଉଥିବା ତୈଳ ଦର ଉପରେ ବ୍ରେକ୍ ଲଗାଇଥିଲେ । ଯାହା ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦…

ନିୟମ ଭାଙ୍ଗିଲେ ବି ରାତିରେ ଅଟକାଇପାରିବେନି କୌଣସି ବି ପୁଲିସ୍ ! ବିନା ବର୍ଦ୍ଦିରେ ବି କରିପାରିବେନାହିଁ ଜୁଲମ୍ ।…

କେବେ ନା କେବେ , କେଉଁଠି ନା କେଉଁଠି ଆପଣ ଟ୍ରାଫିକ୍ ପୁଲିସ ହାବୁଡରେ ନିହାତି ପଡିଥିବେ । ଏହି ସମୟରେ ଅନେକ ପୁଲିସକର୍ମୀ ଆପଣଙ୍କୁ ଚେକିଂ ଆଳରେ ରୋକିବା ପାଇଁ ବହୁ ପ୍ରକାରର ଚେଷ୍ଟା ମଧ୍ୟ କରିଥିବେ । ଏପରିକି ଆପଣଙ୍କ ହାତ ଧରିପକାଇଥିବେ ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଚାବି ଛଡାଇ…

ପାରାଦୀପରେ ନୌସେନାର ଯୁଦ୍ଧ ଜାହାଜ : ତଟରକ୍ଷୀ ବାହିନୀରେ ସାମିଲ ହେଲା ଆଇସିଜି ବିଜୟ

କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ନୂଆ ଯୁଦ୍ଧ ଜାହାଜ ଆସିଜି ବିଜୟ । ଏଥିପାଇଁ ପାରାଦ୍ୱୀପ ବନ୍ଦର ପିଆଇସିଟି ବର୍ଥରେ ଏହି ଜାହାଜକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅତ୍ୟାଧୁନିତ ଯୁଦ୍ଧ ଜାହାଜ ବିଜୟ ଚେନ୍ନାଇ ସ୍ଥିତ କଟୁପଲ୍ଲୀଠାରେ ଥିବା ଏଲଏଣ୍ଡ ଟି…

ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ପୁଟିନ-ମୋଦିଙ୍କ ମଧ୍ୟରେ ଆଲୋଚନା : ଆଜି ସ୍ୱାକ୍ଷରିତ ହୋଇପାରେ ଏସ-୪୦୦ ପ୍ରତିରକ୍ଷା…

କନକ ବ୍ୟୁରୋ : ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ୧୯ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ବୈଠକ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୦ଟି ରାଜିନାମା ସ୍ୱାକ୍ଷରିତ ହେବା କୁହାଯାଉଛି । ତେବେ ସର୍ବାଧିକ…