Daily Archives

July 17, 2018

ଭୋଟର ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ? ଘରେ ବସି ମୋବାଇଲରେ ପତ୍ତା ଲଗାଇପାରିବେ

ଭାରତ ଏକ ଗଣତାନ୍ତ୍ରିକ ଦେଶ । ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କ ମତଦାନ ଦେଇ ନେତା ବାଛିବାର ଅଧିକାର ରହିଛି । କିନ୍ତୁ ଏଥିପାଇଁ ମତଦାନ ସୂଚୀରେ ଆପଣଙ୍କ ନାମ ରହିବା ନିହାତି ଦରକାର । ଭୋଟର ତାଲିକାରେ ଆପଣଙ୍କ ନାମ ନଥିଲେ ଆପଣ ଭୋଟ ଦେଇପାରିବେ ନାହିଁ । ଅନେକ ଥର ଏପରି…

ଚାଷ ଜମିରେ ସମୁଦ୍ରର ଭ୍ରମ ! ଧାନ ବିଲରେ ମାଡିଲା ଲୁଣି ପାଣି, ଚାଷ ନହୋଇ ପଡ଼ିଆ ପଡ଼ିବ ଶହ ଶହ ହେକ୍ଟର ଚାଷ ଜମି

କନକ ବ୍ୟୁରୋ : ଚାଷଜମିରେ ମାଡ଼ିଗଲା ଲୁଣିପାଣି । ଚାଷ ନହୋଇ ପଡ଼ିଆ ପଡ଼ିବ ଶହ ଶହ ହେକ୍ଟର ଚାଷ ଜମି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବା କାରଣରୁ ସମୁଦ୍ରକୁଳିଆ ଅଂଚଳକୁ ଲୁଣିପାଣି ମାଡ଼ିଆସିଛି । ଏଭଳି ସ୍ଥିତିରେ କିଭଳି ଚାଷ କାମ ହେବ ତାକୁ ନେଇ ଚିନ୍ତାରେ ଚାଷୀ ।…

କ୍ୟାପିଟାଲ ହସ୍ପିଟାଲର ବିରଳ ରେକର୍ଡ ! ମାତ୍ର ୫ମିନିଟରେ ସଫଳ ଅସ୍ତ୍ରୋପଚାର, ଶହେରୁ ଅଧିକ ବୟସ୍କ ବୃଦ୍ଧ ପାଇଲେ…

ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତା ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ କ୍ୟପିଟାଲ ହସ୍ପିଟାଲରେ ଚକ୍ଷୁ…

ସାରା ରାଜ୍ୟରେ ସାପ ଆତଙ୍କ । ନୟାଗଡରୁ ନାଗ ଓ ଗଞ୍ଜାମରୁ ଉଦ୍ଧାର ହେଲା ଚନ୍ଦନ ବୋଡା ସାପ

କନକ ବ୍ୟୁରୋ : ପୁଣି ଫେରିଲା ନାଗ । ନୟାଗଡ଼ରୁ ପୁଣି ଉଦ୍ଧାର ହେଲା ନାଗସାପ । ୩୦ ବର୍ଷର ପୁରୁଣା କୁଅରୁ ସାପଛୁଆ ଉଦ୍ଧାର କଲେ ଭୁବନେଶ୍ୱର ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ । ପରିତ୍ୟକ୍ତ କୁଅଟିକୁ ପଂଚାୟତ ପକ୍ଷରୁ ପୁନରୁଦ୍ଧାର କରାଯିବା ସମୟରେ ସାପ ରହୁଥିବା ସୂଚନା ମିଳିଥିଲା । ନୂଆ କରି…

ନିଶ୍ୱାସରେ ବିଷ ନେଉଛନ୍ତି ଏକଘରିଆ ଗ୍ରାମବାସୀ । ଅସ୍ତବ୍ୟସ୍ତ କରୁଛି ବେଞ୍ଜୋପାୟୋରିଂ ଗ୍ୟାସ୍

କନକ ବ୍ୟୁରୋ : ଗାଁରେ ରହିବାକୁ ଦେଉନି କମ୍ପାନୀ ଗ୍ୟାସ୍ । କମ୍ପାନୀରୁ ଅନବରତ ବାହାରୁ ଥିବା ବେଞ୍ଜୋପାୟୋରିଂ ଗ୍ୟାସ୍ ଯୋଗୁଁ ଅସ୍ତବ୍ୟସ୍ତ ଜୀବନ । ସ୍ଥିତି ଏଭଳି ହୋଇଛି ଯେ, ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି ତାଳଚେର ସ୍ଥିତ ଏକଘରିଆ ଗ୍ରାମବାସୀ । ଜୀବନ ଭୟରେ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି…

ଚଳିତ ବର୍ଷର ସବୁଠୁ ବଡ ରେଡ୍ । କାର ଭିତରୁ ମିଳିଲା ୧୦୦ କୋଟି ଟଙ୍କା, ୧୦୦ କେଜି ସୁନା । ତଥାପି ସରିନି ଅପରେସନ

ଆୟକର ବିଭାଗ ପକ୍ଷରୁ ଏକ କମ୍ପାନି ଉପରେ ବଡ ଧରଣର ରେଡ୍ ମରାଯାଇଛି । ଚେନ୍ନାଇର ଏକ କନଷ୍ଟ୍ରକ୍ସନ ଫାର୍ମର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ନଗଦ ୧୦୦କୋଟି ଟଙ୍କା ଜବତ କରାଯାଇଛି। ଏହି ରେଡରେ କୋଟି କୋଟି ଟଙ୍କାର କଳାଧନର ଖୁଲାସା ହୋଇଛି । କେବଳ ୧୦୦ କୋଟି ଟଙ୍କା ନୁହେଁ, ଏହା ସହିତ…