କନକ ବ୍ୟୁରୋ: କୂଅ ଓ ପୋଖରୀ ପାଣିରେ ବିଷ ମିଶାଇଲେ ଦୁର୍ବୃତ । ବାଲେଶ୍ୱରରେ ଘଟିଛି ଅଭାବନୀୟ ଘଟଣା । ନୀଳଗିରିର ରାବୁଡି ସାହି ଗାଁରେ ଦୁର୍ବୃତମାନେ କୂଅ ଓ ଚୁଆ ପାଣିରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଗାଁରେ ପାଣି ସମସ୍ୟା ଥିବାବେଳେ କୂଅ ଓ ପୋଖରୀ ପାଣିରେ ବିଷ ମିଶାଇ ଦିଆଯାଇଥିବା ଯୋଗୁଁ ଅବସ୍ଥା ସଙ୍ଗୀନ ହୋଇପଡିଛି । ପୋଖରୀରେ ମାଛ ମଧ୍ୟ ମରି ଭାସୁଥିବା ଦେଖିବାକୁ ମିିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –