Browsing Tag

Independence Day

ସ୍ୱାଧୀନତା ଦିବସରେ କଣ କହିବେ ମୋଦି ? ଟ୍ୱିଟରରେ ଜନତାଙ୍କୁ ମତାମତ ମାଗିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ୭୨ ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି । ତେବେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଲୋକମାନଙ୍କ ଉଦ୍ଦେଶ୍ୟରେ ନିଜର ଭାଷଣ ରଖିବେ । ତେବେ ମୋଦିଙ୍କ ଭାଷଣ ଶୁଣିବାପାଇଁ ଅନେକ ଲୋକ ଅପେକ୍ଷା କରି ରହିଥିବା ସୂଚନା ମିଳିଛି । ତେବେ…

ଯମୁନା କୂଳରେ ନିର୍ମାଣ ହୋଇଥିବା ଲାଲକିଲ୍ଲା ବିଷୟରେ କିଛି ତଥ୍ୟ…

ଆସୁଛି ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିପାଇଁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ତିନୋଟି ରଙ୍ଗରେ ସଜ୍ଜିତ ହୋଇଥାଏ ଲାଲକିଲ୍ଲା । ଏହି ଦିନ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି। ଏହି ସମ୍ବୋଧନ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆହ୍ୱାନ । ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକାକୁ କର ବର୍ଜନ

ଆଉ ଦିନ କେଇଟା ପରେ ଦେଶବାସୀ ପାଳିବେ ୭୨ ତମ ସ୍ୱାଧୀନତା ଦିବସ । ଏନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଦେଇଛନ୍ତି ସଚେତନତା ବାର୍ତ୍ତା । ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ଭାରତ ଗଢିବା ପାଇଁ ବାଲୁକାକଳା ଦ୍ୱାରା ବାର୍ତ୍ତା…

୧୫ ଅଗଷ୍ଟରୁ ବଦଳିବ ଟ୍ରେନର ସମୟ ! ୧୫ ମିନିଟ ପୂର୍ବରୁ ଉପଲବ୍ଧ ହେବ ତତ୍କାଳ ଟିକେଟ୍ ।

ଆଗକୁ ଆସୁଛି ପୂଜା ପର୍ବାଣିର ଦିନ । ଆଉ ଏହି ଛୁଟିରେ ଯଦି ଆପଣ ଟ୍ରେନରେ ଦୂର ସ୍ଥାନକୁ ବୁଲି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣଙ୍କ ଟ୍ରେନର ସମୟ କନଫର୍ମ କରିନିଅନ୍ତୁ । କାରଣ ଅଗଷ୍ଟ ୧୫ ତାରିଖରୁ ଟ୍ରେନ ଗୁଡିକର ସମୟ ବଦଳିବାକୁ ଯାଉଛି । ନୂଆ ଟାଇମ୍ ଟେବୁଲ ଅଗଷ୍ଟ ୧୪ ଏବଂ ୧୫…

ଅଷ୍ଟ୍ରେଲିଆ ମାଟିରେ ଉଡିଲା ତ୍ରିରଙ୍ଗା, ଜାତୀୟ ସଙ୍ଗୀତରେ ପ୍ରକମ୍ପିତ ହେଲା ମେଲବୋର୍ଣ୍ଣ ସହର । ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆ ମାଡିରେ ଉଡିଲା ତ୍ରିରଙ୍ଗା । ଜାତୀୟ ସଙ୍ଗୀତରେ ପ୍ରକମ୍ପିତ ହୋଇ ଉଠିଲା ମେଲବୋର୍ଣ୍ଣ ସହର । ମେଲବୋର୍ଣ୍ଣରେ ଅନୁଷ୍ଠିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ-୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବଲିଉଡ ଡିଭା ରାଣୀ ମୁଖାର୍ଜି ୭୨ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ…

ଦେଶର ଜଣେ କନିଷ୍ଠ ଦେଶଭକ୍ତ ଖୁଦିରାମ ବୋଷ ମାତ୍ର ୧୮ ବର୍ଷ ବୟସରେ ପାଇଥିଲେ ଫାଶୀ ଦଣ୍ଡାଦେଶ

ତାଙ୍କର ପିଲାବେଳ ଯାଇଥାଏ । ସାଙ୍ଗସାଥୀମାନେ ବିଦ୍ୟାଳୟର ପରୀକ୍ଷା ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ତାଙ୍କର ମନରେ ଥିଲା ଆଉକିଛି । ଯେଉଁ ବୟସରେ ଖେଳିବା ଓ ବୁଲିବା କଥା ସେ ସମୟରେ ସାଙ୍ଗରେ ଗୀତା ଧରି ଫାଶିପାଇଥିଲେ । ସେ ଆଉ କେହି ନୁହେଁ ଦେଶର ଜଣେ ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମ ବୋଷ…