Browsing Category

ଦେଶ ବିଦେଶ

୯ ଦିନ ପରେ ବି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଫେରୁନି ଚେତା : ଡାକ୍ତର କହିଲେ, ମସ୍ତିଷ୍କରେ ଜମିଛି ପାଣି, ବ୍ରେନ୍…

କନକ ବ୍ୟୁରୋ : ନିଜ ମଜାଳିଆ ଢଙ୍ଗରେ ଲୋକଙ୍କୁ ହସାଉଥିବା ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଜୀବନ ମରଣ ଭିତେରେ ସେ ସଂଘର୍ଷ କରୁଛନ୍ତି । ସେ ୯ ଦିନ ହେବ ଦିଲ୍ଲୀ ଏମ୍ସ ଭେଟିଲେଟରରେ ରହିଛନ୍ତି । ଏବେ ରାଜୁ ଶ୍ରୀବାସ୍ତବଙ୍କ ନିଃଶ୍ୱାସ ପ୍ରଶ୍ୱାସ…
Read More...

ପାଠପଢ଼ା ହେଉଛି ମହଙ୍ଗା, ସର୍ଭେରୁ ଆସିଲା ସାଂଘାତିକ ଚିତ୍ର। ଯୁକ୍ତଦୁଇ ପାସ କରିବାକୁ ଖର୍ଚ୍ଚ ୩୦ ଲକ୍ଷ ଟଙ୍କା। 

କନକ ବ୍ୟୁରୋ: ପିଲାଙ୍କ ପାଠପଢ଼ା ନେଇ ଇକୋନୋମିକ୍ସ ଟାଇମ୍ସର ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢ଼ାଇ ଦେଇଛି । ଦେଶର ବଡ ବଡ ସହରରେ ଥିବା ବେସରକାରୀ ସ୍କୁଲଗୁଡିକରେ ପାଠପଢ଼ା ପାଇଁ ଯେଉଁ ଖର୍ଚ୍ଚ ହେଉଛି, ତାହା ମଧ୍ୟବିତ୍ତଙ୍କୁ ନୟାନ୍ତ କରୁଛି । ନଜର ପକାନ୍ତୁ - ସର୍ଭେ ରିପୋର୍ଟ…
Read More...

ଜିମ୍ବାୱେ ବିରୋଧରେ ଭାରତର ଚମତ୍କାର ପ୍ରଦର୍ଶନ, କୌଣସି ୱିକେଟ ନହରାଇ ଜିତିଲା ଭାରତ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଜିମ୍ବାୱେ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ୩ ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ କେଏଲ ରାହୁଲ ଟଚ୍ ଜିତି ପ୍ରଥମେ ବୋଲିଂ…
Read More...

ବଲିଉଡର ପିଛା ଛାଡ଼ୁନି ବୟକଟ୍ ଟ୍ରେଣ୍ଡ । ଆମିର, ଅକ୍ଷୟଙ୍କ ପରେ ଏବେ ଟାର୍ଗେଟରେ ସଲମାନ୍ ଓ ଶାହାରୁଖ

କନକ ବ୍ୟୁରୋ : ସୋସିଆଲ ମିଡିଆ ଏମିତି ବଲିଉଡରେ ଏବେ ଜୋର ଧରିଛି ବୟକଟ୍ ଟ୍ରେଣ୍ଡ । ବୟକଟର ସିଧାସଳଖ ପ୍ରଭାବ ଫିଲ୍ମ ଉପରେ ପଡ଼ୁଛି । ବଡ଼ ବ୍ୟାନର ଓ ନାମୀ ଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ହେଇଯାଉଛି । ପ୍ରଥମେ ଲାଲ ସିଂ ଚଡ୍ଡା, ପଠାନ ଓ ରକ୍ଷାବନ୍ଧନକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ହୋଇଥିଲା । ଏବେ…
Read More...

ପୁଟିନଙ୍କୁ ଘାରିଛି ଦେଶର ଜନସଂଖ୍ୟା ଚିନ୍ତା । ଜନସଂଖ୍ୟା ବଢାଇବାକୁ ଆରମ୍ଭ କଲେ ‘ମଦର ହିରୋଇନ୍’ ଯୋଜନା. ୧୦ ପିଲା…

କନକ ବ୍ୟୁରୋ : କୋଭିଡ ମହାମାରୀ ଏବଂ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଖାଲିଯେ ଋଷର ଅର୍ଥନୀତି ବାଧାପ୍ରାପ୍ତ ହୋଇଛି ତାହା ନୁହେଁ ଋଷର ଜନସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଇଛି । ଯାହା ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଚିନ୍ତା ବଢାଇଦେଇଛି । ତେଣୁ ଦେଶର ଜନସଂଖ୍ୟା ବଢାଇବାକୁ ନୂଆ ଯୋଜନା…
Read More...

ବିଶ୍ୱରେ ଭାରତକୁ ଏକ ନମ୍ବର କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ମିଶନ । ବିଜେପି କହିଲା…

କନକ ବ୍ୟୁରୋ : ବିଶ୍ୱରେ ଭାରତକୁ ଏକ ନମ୍ବର କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ମିଶନର ଶୁଭାରମ୍ଭ କରିଛନ୍ତି । ଯୁବପିଢିଙ୍କୁ ନିଯୁକ୍ତି, ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ସେବା ସହ ୫ ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ଏହି ଆପ୍…
Read More...

ଉଡାନ ଯୋଜନାକୁ ୫ ବର୍ଷ, ଉଡିଲେଣି କୋଟିଏ ଲୋକ। ୨୦୨୬ ସୁଦ୍ଧା ୧ ହଜାର ମାର୍ଗକୁ ଯୋଡାଯିବାକୁ ଲକ୍ଷ୍ୟ । 

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାକୁ ୫ ବର୍ଷ ପୁରିଛି । ଏହି ୫ ବର୍ଷରେ ଛୋଟ ଛୋଟ ସହରରେ ବିମାନବନ୍ଦର କରି ଅନ୍ୟ ସହର ସହ ଯୋଡାଯାଇଛି । ବେସାମରିକ ବିମାନ ଚଳାଚଳ ବିଭାଗର ତଥ୍ୟ ଅନୁସାରେ ଗତ ୫ବର୍ଷରେ ଏକ କୋଟିରୁ ଅଧିକ ଯାତ୍ରୀ ଉଡାଣ ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି । ୨୦୧୬…
Read More...

ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଭୁଲ ତଥ୍ୟ ଆଧାରରେ ଲୋକଙ୍କ ଭ୍ରମିତ ନ କରିବାକୁ ଚେତାବନୀ

କନକ ବ୍ୟୁରୋ : ପତଞ୍ଜଳୀ କମ୍ପାନୀ ନାମରେ ସାରା ଦେଶର ନିଜର ବିଶାଳ ବ୍ୟବସାୟ ସାମ୍ରାଜୀ ତିଆରି କରିଥିବା ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଏଲୋପାଥି ବିରୋଧରେ ଲୋକଙ୍କୁ ଭ୍ରମିତ କରାଯିବା ଉଚିତ୍ ନୁହେଁ । ଏହାସହ କୋର୍ଟ ଯୋଗଗୁରୁ…
Read More...

ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କ ଭୋଟଦାନ ଅଧିକାର ପ୍ରସଙ୍ଗ, ସର୍ବଦଳୀୟ ବୈଠକ ଡାକିଲେ ମେହେବୁବା ମୁଫତି।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନ ଅଧିକାର ମିଳିଛି । ଏହାକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ବୁଧବାର କାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନର ଅଧିକାର ନେଇ ଘୋଷଣା ହୋଇଥିଲା । ଏହାକୁ ବିରୋଧ କରି ମେହବୁବା…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ୩୬ ଘଣ୍ଟାର ଭାରତ ଗସ୍ତ ପାଇଁ କେନ୍ଦ୍ର ଖର୍ଚ୍ଚ କରିଛି ୩୮ ଲକ୍ଷ, ଆରଟିଆଇରେ ବଡ ଖୁଲାସା …

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ ବଡ ଖୁଲାସା ହୋଇଛି । ଆରଟିଆଇ ତଥ୍ୟ ଅନୁସାରେ ଭାରତ ସରକାର ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ତାଙ୍କର ରହିବା, ଖାଇବା, ଲଜିଷ୍ଟିକ ଖର୍ଚ୍ଚ ସାମିଲ ରହିଛି । ଜଣେ…
Read More...