Browsing Category

ଦେଶ ବିଦେଶ

ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ୨୬/୧୧ ଭଳି ଆକ୍ରମଣ ସମ୍ଭାବନା

କନକ ବ୍ୟୁରୋ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । କାରଣ, ଏଠାରେ ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୋଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ…
Read More...

ହିମାଚଳପ୍ରଦେଶରେ ବର୍ଷା ତାଣ୍ଡବ । ଧସିଲା ପାହାଡ, ମାଟିତଳେ ଦବିଗଲେ ଗୋଟିଏ ପରିବାରର ୭ଜଣ

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲା ତାଣ୍ଡବ ରଚିଛି ବର୍ଷା । ଗତକାଲି ବିଳମ୍ବିତ ରାତିରେ ମଣ୍ଡି ଜିଲ୍ଲାର ଗୋହର ଉପଡିଭିଜନର ପଞ୍ଚାୟତ କାଶାନର ଜାଡନ ଗାଁରେଏକ…
Read More...

ଆଜି ଜାତୀୟ ସଦଭାବନା ଦିବସ । ଶାନ୍ତି ଏକତା ପାଇଁ ଦିନଟିଏ

କନକ ବ୍ୟୁରୋ: ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ଦେଶବ୍ୟାପୀ ପାଳନ କରାଯାଉଛି ସଦଭାବନା ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ ମସିହାଠାରୁ ସଦଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଏହି ଦିବସ ପାଳିତ ହୋଇଆସୁଛି ।…
Read More...

ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ମଙ୍ଗଳ ଆଳତି ସମୟରେ ଶ୍ୱାସରୁଦ୍ଧ ହୋଇ ୨ ମୃତ,୬ ଗୁରୁତର

କନକ ବ୍ୟୁରୋ: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରାର ବିଶ୍ୱପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଅଘଟଣ ଘଟିଛି । ଏଠାରେ ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ପ୍ରବଳ ଭିଡ ହେବାରୁ ଅଣନିଶ୍ୱାସୀ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏହାସହ ୬ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର…
Read More...

ମନିଷ ସିସୋଦିଆଙ୍କ ପ୍ରତିକ୍ରିୟା : କହିଲେ, ସିବିଆଇର ହେଉଛି ଦୁରୁପଯୋଗ, ଉପରୁ କରାଯାଉଛି ନିୟନ୍ତ୍ରଣ; ଜବତ କରିଛନ୍ତି…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି । ସିବିଆଇ ୧୪ ଘଣ୍ଟା ଧରି ସିସୋଦିଆଙ୍କ ଘରେ ରେଡ୍ କରିଛି । ତେବେ ସିବିଆଇର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନିଷ ସିସୋଦିଆ । ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରକୁ…
Read More...

ସିସୋଦିଆଙ୍କ ଘରେ ସିବିଆଇ ରେଡ୍ : ୧୪ ଘଣ୍ଟା ଧରି ପଚରାଉଚରା; ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି ସିବିଆଇ । ୧୪ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରାଯାଇଛି । ଶୁକ୍ରବାର ସକାଳେ ଆରମ୍ଭ ହୋଇଥିବା ରେଡ୍ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ତଦନ୍ତ ବେଳେ ସିବିଆଇ ହାତରେ କିଛି…
Read More...

ଭାରତ-ଚୀନ ସର୍ମ୍ପକକୁ ନେଇ ଭାରତୀୟ ବୈଦେଶିକମନ୍ତ୍ରୀଙ୍କ ବଡ ବୟାନ: କହିଲେ କଠିନ ସମୟ ଦେଇ ଗତି କରୁଛି ଦୁଇ ଦେଶର…

କନକ ବ୍ୟୁରୋ: ଭାରତ-ଚୀନ ସର୍ମ୍ପକକୁ ନେଇ ବଡ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶର ସର୍ମ୍ପକ କଠିନ ସ୍ଥିତି ଦେଇ ଗତି କରୁଥିବା ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଏସ ଜୟଶଙ୍କର । ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସାମରିକ ଓ କୁଟିନୀତିସ୍ତରରେ ଆଲୋଚନା ପରେ ସମାଧାନର ବାଟ…
Read More...

ଅଷ୍ଟ୍ରେଲିଆରେ ବିଶାଳ ମିଳିତ ସମରାଭ୍ୟାସ ଆରମ୍ଭ: ଭାରତ ସମେତ ୧୭ ଦେଶ ସେନା ସାମିଲ

କନକ ବ୍ୟୁରୋ: ଚୀନ-ତାଇୱାନ ବିବାଦ ଭିତରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି ବିଶାଳ ମିଳିତ ଯୁଦ୍ଧାଭ୍ୟାସ । ଏହି ସମରାଭ୍ୟାସରେ ଭାରତ ସମେତ ୧୭ ଦେଶ ସାମିଲ ହୋଇଛନ୍ତି । ୧୭ ଦେଶର ୧୦୦ଟି ଯୁଦ୍ଧ ବିମାନ ଉଚ୍ଚ ଆକାଶରେ ନିଜର ପରାକ୍ରମ ଦେଖାଉଛନ୍ତି । ଏହି ମିଲିଟାରୀ ଡ୍ରିଲ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ…
Read More...

ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି: ସାଟେଲାଇଟ ଜରିଆରୁ ସ୍ପଷ୍ଟ ହେଲା ଚିତ୍ର

କନକ ବ୍ୟୁରୋ: ପୁଣି ଥରେ ଧରା ପଡିଛି ଚୀନର ଚାଲ । ଏଲଏସିରେ ଭାରତ ବିରୋଧୀ ଗତିବିଧି କରୁଥିବା ଚୀନ ଏବେ ଗଭୀର ସମୁଦ୍ର ଭିତରେ ନୂଆ ଷଡଯନ୍ତ୍ର କରୁଛି । ଯାହାକୁ ଧରିଛି ସାଟେଲାଇଟ ଫଟୋ । ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି ଥିବା ସାଟେଲାଇଟ ଫଟୋରୁ ଜଣାପଡିଛି । କେବଳ ସେତିକି ନୁହେଁ…
Read More...

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ଦିଲ୍ଲୀ ସ୍କୁଲ ମଡେଲ: ବିଜେପି କହିଲା ଟଙ୍କା ଦେଇ ଏକାଧିକ ଗଣମାଧ୍ୟମରେ ରିପୋର୍ଟ…

କନକ ବ୍ୟୁରୋ: ଦିଲ୍ଲୀ ଶିକ୍ଷା ମଡେଲକୁ ନେଇ ଆମେରିକାରର ସବୁଠୁ ବଡ ଖବରକାଗଜ ନ୍ୟୁ ୟର୍କ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି । ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଡେଲର ଭୁରି ଭୁରି ପ୍ରଂଶସା ମଧ୍ୟ କରାଯାଇଛି । ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ଶିସୋଦିଆଙ୍କ ଏକ ଫଟୋ ମଧ୍ୟ ସ୍ଥାନିତ…
Read More...