ଲକଡ଼ାଉନରେ କଫ ସିରପକୁ ନେଇ ଚାଲିଥିଲା ବଡ଼ ଧରଣର କାରବାର : ଚଢଉ କରି ୧୪ହଜାର ୪ଶହ ବୋତଲ କଫ୍ ସିରପ ଜବତ କଲା ପୋଲିସ, ନିଶା ପାଇଁ ହେଉଥିଲା କାରବାର; ଆଠଗଡ଼ରେ ଚଢଉ ବେଳେ ଅବକାରୀ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ ମଦ ମାଫିଆ

8