ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ : ନଦୀ କୂଳରେ ଦେଖିବାକୁ ମିଳିଛି କୁମ୍ଭୀର; ଯାଜପୁର ଦତପୁର ନିକଟ ବୈତରଣୀ ନଦୀ ଓ ଜଗତସିଂପୁର ଦେବୀ ନଦୀରେ କୁମ୍ଭୀରକୁ ଦେଖି ଲୋକେ ଛାନିଆ

8