ରିମାଣ୍ଡରେ ଗଲା କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିଂମାଶୁ ଭୂଷଣ ନନ୍ଦ : ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୁଲିସ ; କିଡନୀ ଦେବାକୁ କହି ଲକ୍ଷ୍ମୀସାଗର ଅଂଚଳର ମିଲି ସାହୁଙ୍କ ଠାରୁ ଚୁନା ଲଗାଇଥିଲା ୧ଲକ୍ଷ ୧୩ ହଜାର ଟଙ୍କା

13