ନେଟୱର୍କ ଯେଉଁଠି ପାଠପଢ଼ା ସେଇଠି : ୟୁଟୁବ ଲାଇଭ ଷ୍ଟ୍ରିମିଂ ଜରିଆରେ ଚାଲିଛି ସ୍କୁଲ ପିଲାଙ୍କ ଶିକ୍ଷାଦାନ, ହେଲେ ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି ଅନଲାଇନ ପାଠପଢ଼ାର ବିକଳ ଚିତ୍ର; ଜଙ୍ଗଲ ଭିତରେ ପାହାଡ଼ ଉପରେ ମୋବାଇଲ ଧରି ବସୁଛନ୍ତି ଛାତ୍ରଛାତ୍ରୀ

9