ଚଳିତ ବର୍ଷ ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦ ପ୍ରତିଶତ କମିବ ସିଲାବସ୍: ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଲାବସ୍ କମାଇବା ପାଇଁ ନିଷ୍ପତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; ଅନଲାଇନ ପାଠପଢ଼ାରୁ ବଂଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ବିକଳ୍ପ ବ୍ୟବସ୍ଥା

9