ବିଶିଷ୍ଟ ସ୍ଥପତି, ଓଡ଼ିଶାର ସୁପୁତ୍ର ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ଏମ୍ସରେ ହେଉଥିଲେ ଚିକିତ୍ସିତ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କହିଲେ, ମନେ ରହିବେ ରଘୁନାଥ।

11