୨ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ : ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚି ସିଧା ଆସିଲେ ରାଜଭବନ, ଅପରାହ୍ନରେ ସାରଳା ସାହିତ୍ୟ ସଂସଦର ବାର୍ଷିକ ସମାରୋହରେ ଯୋଗଦାନ କାର୍ଯ୍ୟକ୍ରମ; ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ କାର୍ଯ୍ୟକ୍ରମରେ ହେବେ ସାମିଲ

10