ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର । କୁଚିଣ୍ଡା ଉପଖଣ୍ଡରେ ଏବେ ବି ପଡି ରହିଛି ହଜାର ହଜାର ବସ୍ତା ଧାନ । ଟାର୍ଗେଟ୍ ସରି ଯାଇଥିବାରୁ ବଳକା ଧାନକୁ ନେଉନାହାନ୍ତି ମିଲର୍ସ ।

7