ଜାପାନୀ ଜ୍ୱର ଆଗରେ ଆତ୍ମସମର୍ପଣ କଲେ ସରକାର : ଜାତୀୟ ବିପତି ଘୋଷଣା ଦାବି

ମାଲକାନଗିରି : ବେକାବୁ ଜାପାନୀ ଏନସେଫାଲାଇଟିସ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ପ୍ରାଣ ହରାଇଛନ୍ତି ୨ଜଣ ଶିଶୁ । ମାଥିଲି ହାଟପଦା ସାହିର ୫ ବର୍ଷର ଶିଶୁ ଝାନସି ଭୂମିୟା ଓ କୋରୁକୁଣ୍ଡା ବ୍ଲକ ଡଙ୍ଗାଗୁଡା ଗାଁର ବାବୁଲା ବାଲସାର ମୃତ୍ୟୁ ହୋଇଛି । ଏହାସହ ୫୯ ଦିନରେ ମୃତ୍ୟୁ…

ଏକ ଅଦ୍ଭୁତ ପଥର : ଯାହାକୁ କାଟିଲେ ବାହାରେ ରକ୍ତ

ଦୁନିଆଁରେ ଅନେକ ପ୍ରକାର ପଥର ଦେଖିବାକୁ ମିଳେ । ସମସ୍ତେ ଜାଣନ୍ତି ପଥର ନିର୍ଜୀବ ବା ତାର ଜୀବନ ନାହିଁ । । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ପଥରକୁ କାଟିଲେ ରକ୍ତ ବାହାରେ । ଏ କଥା ବିଶ୍ୱାସ ନହେଲେ ବି ସତ । ଏମିତ ଏକ ଅଦ୍ଭୁତ ପଥର ଅଛି ଯାହା ଦେହରୁ କେବଳ ରକ୍ତ ବାହାରୁଛି ତା ନୁହଁ ଏଇ…

‘ ଟୟଲେଟ : ଏକ ପ୍ରେମକଥା’ର ସୁଟିଂ ଆରମ୍ଭ କରିଛନ୍ତି ଅକ୍ଷୟ କୁମାର

ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କର ଅଗାମୀ ହାସ୍ୟାରସାତ୍ମକ ଫିଲ୍ମ ‘ ଟୟଲେଟ : ଏକ ପ୍ରେମକଥା ' ର ସୁଟିଂ ପାଇଁ ପହଞ୍ଚିଛନ୍ତି ସେଟରେ । ଅକ୍ଷୟ ସୁଟିଂର ପ୍ରଥମ ଦିନର ଫଟୋକୁ ଶେୟାର କରିଛନ୍ତି ଟ୍ୱିଟରରେ । ଆସନ୍ତା ବର୍ଷ ଫେବୃୟାରୀରେ ଫ୍ଲୋରକୁ ଆସିବ ଏହି ଫିଲ୍ମ । ଏହି ଫିଲ୍ମ ପାଇଁ…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପିଆଜର ଔଷଧୀୟ ଗୁଣ

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦ ବଢାଇଥାଏ ।ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର…

ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ଏଂଟ୍ରି କରିବେ ବଲିଉଡରେ

ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ୨୦୧୭ରେ ବଲିଉଡରେ ଡେବ୍ୟୁ କରିବାର ସୂଚନା ମିଳିଛି । କିନ୍ତୁ ବଲିଉଡରେ ଏଂଟ୍ରି ଖବରକୁ ଖଣ୍ଡନ କରିଛନ୍ତି ନିଜେ ଅହାନ । ତାଙ୍କ ମତରେ ଫିଲ୍ମରେ କାମ କରିବା ପାଇଁ ସେ ଏବେ ବହୁତ ଛୋଟ ଅଛନ୍ତି । କିନ୍ତୁ ଖବର ମିଳିଛି ସାଜିଦ ନାଡିୟାଡୱାଲା ତାଙ୍କ ଫିଲ୍ମରେ…

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ କଳାପତାକା ପ୍ରଦର୍ଶନ : ନେହୁରଙ୍କ ଶିକ୍ଷାନୀତିକୁ ସମାଲୋଚନା କରିଥିଲେ ଗିରିରାଜ

କନକ ବ୍ୟୁରୋ : କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଗିରିରାଜ ସିଂଙ୍କୁ କଳାପତାକା ପ୍ରଦର୍ଶନ । କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଇନଫୋସିଟି ଅଂଚଳର ସିଟିଟିସିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟୁଲ୍ ରୁମରୁ ବାହାରିବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ…