ଗଣମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧିବାକୁ ନିରଂଜନଙ୍କ ପରାମର୍ଶ ! ସେପଟେ ସ୍ୱର ବଦଳାଇଲେ ସୁର ରାଉତରାୟ ।

କନକ ବ୍ୟୁରୋ : କଂଗ୍ରେସ କର୍ମକର୍ତାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ଫର୍ମୁଲା । ଏଣିକି ଗଣାମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧ । ଦଳୀୟ ନୀତି ନିୟମ ଅନୁସାରେ ମନ୍ତବ୍ୟ ରଖ । କଂଗ୍ରେସ କର୍ମକର୍ତାଙ୍କୁ କିଛି ଏହିପରି ଢଙ୍ଗରେ ତାଗିଦ କରିଛନ୍ତି ପିସିସି ସଭାପତି…

ସାବଧାନ, ଆପଣଙ୍କ ପାଖକୁ ମଧ୍ୟ ଆସିପାରେ ନକଲି ରିଜର୍ଭ ବ୍ୟାଙ୍କର ଇମେଲ ! ସଚେତନ ରୁହନ୍ତୁ ନଚେତ ସହିବାକୁ ପଡିବ ଅନେକ…

ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଫର୍ଜି ଇମେଲ ଆସିବା କୌଣସି ଏକ ନୂଆ କଥା ନୁହେଁ । ଏହି ଇମେଲରେ ଆରବିଆଇ ପକ୍ଷରୁ ପୁରସ୍କାର ଦିଆଯିବା ନେଇ ଉଲ୍ଲେଖ ରହିଥାଏ ଏବଂ ଏହି ଜରିଆରେ ଲୋକମାନଙ୍କ ଠାରୁ ଟଙ୍କା ଠକି ନିଆଯାଇଥାଏ । କିନ୍ତୁ ଏଭଳି ଠକେଇ କରୁଥିବା ଅପରାଧୀମାନେ ଏବେ ଏହା ଠାରୁ ଅନେକ ଆଗକୁ…

ବାବା ରାମଦେବଙ୍କୁ ଅଦାନି ଦେଲେ କଡା ଟକ୍କର ! ପତଞ୍ଜଳୀକୁ ପଛରେ ପକାଇଲା ଅଦାନି ଓ୍ଵିଲମର, ଜାଣନ୍ତୁ କିପରି ।

ଦିନକୁ ଦିନ ପତଞ୍ଜଳୀ କମ୍ପାନୀ ଉନ୍ନତ୍ତି ଆଡକୁ ଅଗ୍ରସର ହେଉଥିବା ବେଳେ ବାବା ରାମଦେବଙ୍କ ଏହି କମ୍ପାନୀକୁ ପଛରେ ପକାଇଛି ଅଦାନୀ ଓ୍ଵିଲମର । ଋଣଗ୍ରସ୍ତ ଖାଇବା ତେଲ କମ୍ପାନି ରୁଚି ସୋୟାକୁ କିଣିବା ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି   ବାବା ରାମଦେବଙ୍କ କମ୍ପାନି…

ଦିନେ ପ୍ଲେନରେ ସଫା କରୁଥିଲେ ଟଏଲେଟ ! ଆଜି ନିଜ ଚେଷ୍ଟା ବଳରେ ହୋଇପାରିଛନ୍ତି ଏୟାରଲାଇନ୍ସର ମାଲିକ ।

ବ୍ରିଟେନର ଜଣେ ବ୍ୟକ୍ତି ସଫଳତାର ଏକ ନୂଆ ଅଧ୍ୟାୟ ଲେଖିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଏକ ସମୟରେ ପ୍ଲେନରେ ଟଏଲେଟ ସଫା କରୁଥିଲେ, କିନ୍ତୁ ଏବେ ସେ ନିଜର ଏକ ନୂଆ ଏୟାରଲାଇନ୍ସ ଲଞ୍ଚ କରିବାକୁ ଯାଉଛନ୍ତି । ଲଣ୍ଡନରେ ରହୁଥିବା ଏହି ବ୍ୟକ୍ତିଙ୍କର ନାମ କାଜି ରେହମାନ ଅଟେ । କାଜି ରେହମାନ ନିଜକୁ…

ଏବେ ଭୋକ ସହ ହେଉନାହିଁ ଲଢେଇ, ମନଭରି ଚାଲିଛି ପାଠପଢା ! ଏହିଭଳି ଭାବେ ଶିକ୍ଷା ବ୍ୟବସ୍ଥା ଉପରେ ରଖାଯାଉଛି ନଜର ।

ବିହାରରେ ମିଡ ଡେ ମିଲ ବ୍ୟବସ୍ଥା ଆରମ୍ଭ ହେବା ପରେ ସ୍କୁଲରେ ପିଲାମାନଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବିରୋଧୀ ଦଳର ନେତା ମାନେ ଏହାର ମଜା ଉଡାଇବା ସହ କହିଥିଲେ ଯେ, ସ୍କୁଲକୁ ପିଲାମାନେ ବହି ନେଇ ଯିବା ପରିବର୍ତ୍ତେ ଥାଳି ନେଇ ଯାଉଛନ୍ତି । ସ୍ଲେଟ ପରିବର୍ତ୍ତେ ପିଲାମାନଙ୍କ ହାତରେ ତାଟିଆ…

ପୋଲିସ ହେବ ତ ଏମିତି ! ନକ୍ସଲ ଅଞ୍ଚଳକୁ ଯାଇ ନକ୍ସଲଙ୍କ ଠାରୁ ଦୁରେଇ ରହିବା ପାଇଁ ଦେଉଛନ୍ତି ଶିକ୍ଷା, ମନରେ ନାହିଁ…

ନକ୍ସଲ ଅଞ୍ଚଳରେ ଜଣେ ଏଏସଆଇ ପୋଲିସ ପ୍ରମୋଦ ପାସବାନ ଲୋକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନକ୍ସଲ ମାନଙ୍କୁ ସମାଜରୁ ମୂଳପୋଛ କରିବା ପାଇଁ ସେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରମୋଦ ତାଙ୍କ ଡ୍ୟୁଟିରୁ କିଛି ସମୟ ବାହାର କରି ପିଲାମାନଙ୍କୁ ପାଠ ପଢାଇ ପାଇଁ ସ୍କୁଲ ପହଞ୍ଚି ଯାନ୍ତି ।…