Monthly Archives

July 2024

ଶରଧାବାଲିରେ ପହଞ୍ଚିଲେ ତିନି ରଥ । ହୁଳହୁଳି , ହରିବୋଲରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ

କନକ ବ୍ୟୁରୋ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ  ଅତି ପତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି  ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି…

ସିଙ୍ଗର ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ । ଜଗନ୍ନାଥ ଭଜନକୁ ଅଶ୍ଳିଳ ଭାବେ ଗାଇଥିବା ଅଭିଯୋଗ  ।

କନକ ବ୍ୟୁରୋ : ପୁଣି ଥରେ ସମସ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁୁ ହୋଇଛି । ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ…

ସହିଦ ହେବା ପୂର୍ବରୁ ଘରକୁ ୪୯୦୦୦ଟଙ୍କା ପଠାଇଥିଲେ ପ୍ରବୀଣ । ନୂଆ ଘରେ ରହିବାର ସ୍ୱପ୍ନ ସ୍ୱପ୍ନରେ ରହିଗଲା

କନକ ବ୍ୟୁରୋ : ଗତ ଶନିବାର ଜମ୍ମୁ-କାଶ୍ମୀର କୁଲଗ୍ରାମରେ ହୋଇଥିବା ଗୁଳି ବିନିମୟରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ । ଏହି ଗୁଳି ବିନିମୟରେ ୨ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଦୁଇ ସହିଦ ଯବାନଙ୍କ ମଧ୍ୟ ଜଣେ କମାଣ୍ଡୋ ସହିଦ ହୋଇଥିବା ବେଳେ ରାଷ୍ଟ୍ରିୟ ରାଇଫଲର ପ୍ରବୀଣ ଯଞ୍ଜାଲ୍ ସହିଦ…

ଶରଧାବାଲିରେ ଲାଗିଲା ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ । ପଛରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ…

କନକ ବ୍ୟୁରୋ: ଗୁଣ୍ଡୁଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡଠାକୁର ଶ୍ରୀବଳଦେବ ଗୋସାଇଁ । ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର । ଆଉ…

ପୁଣେରେ ଆଉ ଏକ ହିଟ ଆଣ୍ତ ରନ ମାମଲା,କନେଷ୍ଟବଳକୁ ଦଳିଦେଲା କାର

କନକବ୍ୟୁରୋ:ମହାରାଷ୍ଟ୍ର ପୁଣେରେ ହିଟ ଆଣ୍ତ ରନ ମାମଲା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ଏ ସଂଖ୍ୟ ବଢିବାରେ ଲାଗିଛି । ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସୁଚନାଅନୁଯାୟୀ ରାତି ୨ ଟା ସମୟରେ ଡ୍ୟୁଟି ସାରି ମୁମ୍ବାଇ ପୁଣେ ରାଜମାର୍ଗରେ ଘରକୁ ଫେରୁଥିଲେ କନେଷ୍ଟବଳ। ସେହି ସମୟରେ ଏକ…

ପୁଣି ଅଶାନ୍ତ ରାଜଧାନୀ : ବଡ଼ଗଡ ଥାନା ଅଞ୍ଚଳରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା, ଅସାମାଜିକ ଯୁବକଙ୍କ ଆତଙ୍କରାଜ ।

କନକ ବ୍ୟୁରୋ: ରଥଯାତ୍ରା ଅବସରରେ ଚାରିଆଡେ ଭକ୍ତିମୟ ପରିବେଶ ଥିବାବେଳେ ରାଜଧାନୀରେ କିନ୍ତୁ ଦେଖିବାକୁ ମିଳିଛି ଆତଙ୍କରାଜ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଗୁଳିକାଣ୍ଡ ଘଟିବା ସହ ଭୀଷଣ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବନ୍ଧୁକ, ଖଣ୍ଡା, ଭୁଜାଲି, ରଡ୍‌ ଭଳି ମାରଣାସ୍ତ୍ରରେ ସଜ୍ଜିତ ୧୫ରୁ ୨୦…